ମାଁ’ର୍ ଦର୍ଶନ୍ ଲାଗି ଲାଗ୍‌ଲା ଭକତ୍ ମାନକଁର୍ ଭିଡ୍

ସମ୍ବଲପୁର ସମଲେଇ ମନ୍ଦିର୍‌ନେ ଭକତ୍‌କଁର୍ ଭିଡ୍

0

ଜାନୁଆରୀ ୩ ତାରିଖ୍ ନୁ ସମଲେଇ ମନ୍ଦିର୍ ଖୁଲିଥିବାର୍ ବେଲ୍‌କେ ମନ୍ଦିର୍ ନେ ଭକତକଁର୍ ଭିଡ ଜମୁଛେ । କରୋନା ମହାମାରୀ ଲାଗି ସମଲେଇ ମନ୍ଦିର୍ ୯ ମାସ୍‌ଟେ ବନ୍ଦ ରହିଥିଲା ସେ ନେଇକରି ମା କଁର୍ ଦର୍ଶନ ବନ୍ଦ କରାଯାଇଥିବାର୍ ନୁ ଇହାଦେ ମନ୍ଦିର୍ ଖୁଲିଥିବାର୍‌୍ ବେଲ୍‌କେ ଭକତ୍‌କଁର୍ ଗହଲି ଦେଖ୍‌ବାର୍ କେ ମିଲୁଛେ । ଲୁକକଁର୍ ଗହଲି ଜମୁଥିବାର୍ କେ ନେଇକରି ସମ୍ବଲପୁର୍ ଜିଲ୍ଲା ପ୍ରଶାସନ ଆଡୁ ସୁରକ୍ଷା ବେବ୍‌ସ୍ଥା କରାଯାଇଛେ । ପରିଚୟ ପତ୍ର ଯାନଂଚ୍ ଶାନ୍ତି ଶୃଙ୍ଖଳା ଉପରେ ଧ୍ୟାନ୍ ଦିଆଯାଉଛେ । ତାର୍ ଉତାରୁ ଗାଡି ମଟର୍ ଚଲାଚଲ୍ ଉପରେ ଭିଲ୍ ସମଲେଇ ମନ୍ଦିର୍ ନୁ ଶୀତଲେଶ୍ୱର୍ ମନ୍ଦିର୍ ତକ୍ ରୋକ୍ ଲାଗାଯାଇଛେ । ମନ୍ଦିର୍ ର ଟ୍ରଷ୍ଟ୍ ବୋର୍ଡ ଆଡୁ ସାମାଜିକ୍ ଦୁର୍‌ତା ଆର୍ ସାନିଟାଇଜେସନ୍ ଉପ୍‌ରେ ବି ଧ୍ୟାନ୍ ରଖାଯାଉଛେ । ମାସ୍କ୍ ପିନ୍ଧ୍‌ବାର୍ ଟା ବାଧ୍ୟତାମୂଲକ୍ ରହିଛେ ତାର ସାଙ୍ଗେ ମା’କଁର୍ ଦର୍ଶନ ଲାଗି ମନ୍ଦିର୍ ର୍ ପ୍ରବେଶ ରାସ୍ତା ଭିଲ୍ ଅଲ୍‌ଗା କରି ଦିଆଯାଇଛେ ।

Leave A Reply

Your email address will not be published.