ଟିକା ନେଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ନେଲେ ପହେଲା ଡୋଜ୍ କରୋନା ଟିକା

0

ଦେଶନେ ଦୁଇ ନମ୍ବର ଖେପ୍ କରୋନା ଟିମ୍ କରୋନା ଟିକାକରଣ ଜାରି ରହିଛେ । ଆଏଜ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆର୍ମି ରିସର୍ଚ୍ଚ ଆର ରେଫରାଲ ହସ୍ପିଟାଲନେ କରୋନାର ପହେଲା ଡୋଜ୍ ନେଇଛନ୍ । ଇତାର ଆଘୋନୁ ଗଲା ମାର୍ଚ୍ଚ ୧ ତାରିଖ ଦିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରୁ ଭିନ୍ ଭିନ୍ ରାଜ୍ୟର ମୁଖ୍ୟମନ୍ତ୍ରୀ, ଆରୁ ରାଜ୍ୟପାଳମାନେ ଟିକା ନେଇଥିଲେ । ରାଷ୍ଟ୍ରପତି ଆଏଜ୍ ପହେଲା ଡୋଜ୍ ନେଲା ଉତାରୁ ଦୁଇ ନମ୍ବର ଖେପ୍ ଦିଆଯିବାକେ ଥିବାର ସବୁ ଯୋଗ୍ୟ ବ୍ୟକ୍ତିକୁଁ କରୋନା ଟିକା ନେବାର ଲାଗି କହିଛନ୍ ।

ଭାରତନେ ସବୁନୁ ବଡ ଟିକାକରଣ ଅଭିଯାନ୍ ଚାଲିଥିବାର ବେଲକେ ଇତାକେ ସଫଲ୍ କରବାର ଲାଗି ସେ ଆହ୍ୱାନ୍ ଦେଇଛନ୍ । ଇତାର ସାଙ୍ଗେ ରାଷ୍ଟ୍ରପତି ଆଗାଡେ ଥିବାର ସବୁ କରୋନା ଯୋଦ୍ଧା ଡାକ୍ତର, ନର୍ସ, ପ୍ରଶାସନିକ୍ ଅଧିକାରୀ ମାନକୁଁ ଧନ୍ୟବାଦ୍ ଜନେଇଛନ୍ । ରାଷ୍ଟ୍ରପତି ଟିକା ନେବାର ସମିଆଁନେ ତାକଁର ସାଭେ୍‌ଗ ତାକଁର ଝି ଭିଲ୍ ଉପସ୍ଥିତ୍ ରହିଥିଲେ । ଇଠାନେ ଆମେ କହି ରଖବାର ଲାଗି ଚହେଁମୁ ଯେ ଗଲା ମାର୍ଚ୍ଚ ୧ ତାରିଖ ଉତାରୁ ୬୦ ବରଷ୍‌ନୁ ଅଏତକା ବରଷ ଆରୁ ୪୫ ବରଷନୁ ଅଏତକା ଲୁକକଁର ଟୀକାକରଣ କରାଯାଉଛେ ।

Leave A Reply

Your email address will not be published.