Browsing Tag

boudh district administration

ବୌଦ୍ଧର ସୁନାର ଇତିହାସ୍‌

ଗଡଜାତ୍ ହିସାବେ ଜନା ବୌଦ୍ଧ କଳା, ସଂସ୍କୃତି, ଐତିହ୍ୟନେ ଭରପୁର ରହିଛେ । ହଜାର ହଜାର ବଛର ପୁରନା ଇ ସହରନେ କେତନି ପ୍ରତାପି ରାଜା ଶାସନ କରିଯାଇଛନ୍ । ଆର ସେମାନକଁର ସୁନ୍ଦର କାମ୍ ମାନେ ଇହାଦେ ଭିଲ୍ ସେ ମହାନ୍ ଇତିହାସର ସ୍ମୃତି ଧରିକରି ରହିଛେ । ବୌଦ୍ଧନେ ରହିଛେ ବହୁତ୍ ପୁରନା ମନ୍ଦିର,…

ବୌଦ୍ଧନେ ନାଇଁ ଖୁଲଲା କପାମଣ୍ଡି, ଚାଷୀ ନିରାଶ୍‌

ବୌଦ୍ଧ ମନମୁଣ୍ଡା ଆରଏମସିନେ ନାଇଁ ଖୁଲଲା କପା ମଣ୍ଡି । ଜିଲ୍ଲା ପ୍ରଶାସନ ଆଡୁ କପା ଚାଷୀକଁର ସୁବିଧା ଲାଗି କପା ମଣ୍ଡି ଖୁଲବାର ନେଇକରି ଗଲା ୧ ତାରିଖନେ ଘୁଷନା କରାଯାଇଥିଲା । ଫି ଗୁରୁବାର କପା ମଣ୍ଡିକେ ଚାଷୀ କପା ଆନିକରି ବିକି ପାରବେ ବଲିକରି କୁହାଯାଇଥିଲା । ହେଷଳ ଚାଷୀ ମଣ୍ଡି ଆସିକରି…

ବୌଦ୍ଧର ଐତିହ୍ୟକେ ନେଇକରି ଖୁଲବା ମ୍ୟୁଜିୟମ୍‌

ବୌଦ୍ଧନେ ପହେଲା କରି ବନବାକେ ଯଉଛେ ଇତାର ଐତିହ୍ୟକେ ନେଇକରି ଗୁଟେ ମ୍ୟୁଜିୟମ୍ । ଜିଲ୍ଲାର ପୁରନା କଚରି କୁଠାକେ ମ୍ୟୁଜିୟମ୍ ବନାଯିବା, ଯେନଠାନେ କି ଲୋକ୍ ଆମର ପୁରନା ସଂସ୍କୃତି ପରମ୍ପରାକେ ଜାନିପାରବେ । ଇଠାନେ ମ୍ୟୁଜିୟମ୍ ଖୁଲାଯିବାର ନେଇକରି କେତନି ଦିନୁ କଥା ଚାଲିଥିବାର ବେଲକେ ଗଲା…