Browsing Tag

britishfamily

କରୋନାକେ ହରାଲେ ଶହେ ବଛରର ମହିଲା

ନାଜି ହତ୍ୟା ଚେଷ୍ଟା, ବିମାନ୍‌ ଦୁର୍ଘଟଣା ଆରୁ ସ୍ତନ କର୍କଟ ବେମାରନୁ ବାହାରିଥିବାର ଜନେ ଶହେ ବଛରର ମହିଲା କରୋନାକେ ଭିଲ୍‌ ହରେଇଛନ୍‌ । ଜୀବନଥି କେତନି ସମସ୍ୟା ଦେଇକରି ଆଗକେ ଇ ମହିଲା ଜନକ ଗଲା ରଏବାର ତାକଁର ଶହେ ନମ୍ବର ଜନମ୍‌ ଦିନ୍‌ ମନେଇଛନ୍‌ । ବ୍ରିଟିଶ୍‌ର ଇ ମହିଲା ଜନକ୍‌ ହେଉଛନ୍‌…

ରୟାଲ ପ୍ୟାଲେସନେ ଜବ୍ ଅଫର

କରୋନା ମହାମାରି ସମିୟାନେ ସବୁଆଡେ ଚାକରି ସମସ୍ୟା ଦେଖାଦେଇଛେ । ଖୋବଟେ ଲୋକ ନିଜର ରୁଜଗାର ହରେଇଛନ୍‌, ଏନ୍ତାକି କିଏ କିଏ ଖାଏବାର ଲାଗି ଭିଲ ନାଇଁ ପାଏବାର । କରୋନା ଆର ଲକଡାଉନ୍ ଛଡେଇନେଇଛେ ବୃତ୍ତି । ଏନ୍ତା ସମିୟାଥି ରୁଜଗାର ହରେଇଥିବାର ଲୋକଙ୍କର ଲାଗି ଗୁଟେ ମସ୍ତ ଅଫର ଆସିଛେ ।…