ଦେଶ୍‌ବ୍ୟାପି ପାଲନ୍ କରାଗଲା ‘ପରାକ୍ରମ୍ ଦିବସ୍ ‘

କୋଲ୍‌କାତାନେ ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମ୍‌ନେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

0

କାଲି ଦେଶର୍ ସବୁ ଆଡେ ନେତାଜୀ ସୁବାଷ ଚନ୍ଦ୍ର ବୋଷ୍‌କଁର୍ ୧୨୫ତମ ଜନମ୍ ଦିବସ୍ କେ ‘ପରାକ୍ରମ୍ ଦିବସ’ ହିସାବେ ପାଲନ୍ କରାଯାଇଛେ । କୋଲକାତାନେ କରାଯାଇଥିବାର୍ ନେତାଜୀ ଜୟନ୍ତୀର ଜାତୀୟ୍ କାର୍ଯ୍ୟକ୍ରମ୍ ନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ୍ ଦେଇଥିଲେ ।

କୋଲକାତା ର ଭିକ୍ଟୋରିଆ ମେମୋରିଆଲ୍ ନେ ଇ କାର୍ଯ୍ୟକ୍ରମ୍ ଅନୁଷ୍ଠିତ୍ ହେଇଥିଲା ଯେନଥି ପ୍ରଧାନମନ୍ତ୍ରୀ ନେତାଜୀକୁଁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ଆର୍ ତାକଁର୍ ଭାଷଣ୍‌ନେ ଭାରତ୍ ର ସବୁ ଲୋକ୍ ନେତାଜୀକଁର୍ ପାସେ ଋଣୀ ବଲିକରି କହିଥିଲେ ।

ନେତାଜୀକଁର୍ ପ୍ରେରଣା ନେଇକରି ଦେଶ୍ ୭୫ ବରଷ୍‌ନେ ପହଁଚିଛେ ବଲିକରି ସେ କହିଥିଲେ । ତାର୍ ସାଙ୍ଗେ ଦେଶ୍‌କେ ଆତ୍ମନିର୍ଭର୍ ଭାରତ୍ ବନାବାର୍ ଚେଷ୍ଠା ଥି ଦେଶର୍ ୧୩୦ କୋଟି ଜନତା ଆଗକେ ବଢୁଥିବାର୍ ସେ କହିଛନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତାଜୀକଁର୍ ଜୟନ୍ତୀ ଦିବସ୍ ନେ କୋଲକାତା ର ନ୍ୟାସ୍‌ନାଲ୍ ଲାଇବ୍ରେରୀ ରେ ଗୁଟେ ମ୍ୟୁଜିୟମ୍ ବି ଉଦ୍‌ଘାଟନ୍ କରିଛନ୍ ।

Leave A Reply

Your email address will not be published.