Browsing Tag

dhanamandi

ମେଘୁଆ ପାଗ୍‌ ଲାଗି ଚାଷୀକଁର୍‌ ମୁଡବଥା

ବରଗଡନେ ଖରିଫ୍‌ ଧାନ୍‌ ସଂଗ୍ରହର୍‌ ପକ୍ରିୟା ଚାଲିଥିବାର ବେଲେ ତାର ସାଙ୍ଗେ ଧାନ କିନାବିକା ଭିଲ୍‌ ଆରମ୍ଭ ହେଇଯାଇଛେ । ଟୋକନ୍‌ କଟକନା ଲାଗି ଇ ବଛର୍‌ ଧାନ ମଣ୍ଡିନୁ ଧାନ୍‌ ଆନି ନାଇ ପାରବାର୍‌ ଚାଷୀ । ଧାନ୍‌ ରଖ୍‌ବାର୍‌ ସୁବିଧା ନାଇ ହେଉଥିବାର୍‌ନୁ ଖୁଲାନେ ଧାନ ସବୁ ପଡି ରହିଛେ । ଆର୍‌…