ସେଲ୍ ର ନୂଆ ଅଧ୍ୟକ୍ଷ ସୋମା ମଣ୍ଡଳ

0

ରାଉଲକେଲା ର ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ସେଲ୍‌) ର୍ ପହେଲା ମହିଲା ଅଧ୍ୟକ୍ଷ ହେଲେ ସୋମା ମଣ୍ଡଳ୍ । ୨୦୨୧ ଜାନୁଆରୀ ୧ ତାରିଖ୍ ନୁ ସେ ଇ ଦ୍ୱାୟିତ୍ୱ ନେଇଛନ୍‌ । ସୋମା ମଣ୍ଡଳ ଇତାର୍ ଆଗରୁ ସେଲ୍‌ର ବାଣିଜ୍ୟିକ୍ ନିର୍ଦ୍ଦେଶକ୍ ଥିଲେ । ଶ୍ରୀମତି ମଣ୍ଡଳ ସେଲ୍ ନେ ଯୋଗ ଦେବାର୍ ଆଗ୍‌ରୁ ନାଲ୍‌କୋ ନେ ବାଣିଜ୍ୟିକ୍ ନିର୍ଦ୍ଦେଶକ୍ ଥିଲେ । ନୁଆବରଷ ନେ ସେ ସେଲର୍ ଅଧ୍ୟକ୍ଷା ହିସାବେ କାର୍ଯ୍ୟଭାର୍ ନେଇଛନ୍ ତାକଁର୍ କହେବାର୍ ହିସାବେ ସେଲ୍ ପହେଲା ନୁ ସବକର୍ ସାଙ୍ଗେ ଯୁଡି ହେଇକରି ରହିଛେ ।

ଦେଶର୍ ଖଣି ସମ୍ପଦ୍ ର ଉତ୍ପାଦନ ର ସେଲ୍ ହେଇଛେ ଗୁଟେ ବଡ ସଂଗଠନ । ସେ କମ୍ପାନୀ ର୍ ଟପ୍ ଲାଇନ୍ ଆର୍ ବଟମ୍ ଲାଇନ୍ ର ଉନ୍ନତି ଆନବାର୍ ଲାଗି ସେ ଚେଷ୍ଟା କର୍‌ବେ । ରାଉରକେଲା ଏନଆଇଟି ନୁ ୧୯୮୪ ମସିହାନେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର୍‌ିଂ କରବାର୍ ଇତାରୁ ସେ ନାଲ୍‌କୋ ନେ ଟ୍ରେନି ହିସାବେ ତାକଁର୍ କେରିଅର୍ ମୂଲ୍ କରିଥିଲେ । ତାର୍ ଉତାରୁ ସେ ନାଲକୋ ନେ ନିର୍ଦ୍ଦେଶକ୍ ହେଇଥିଲେ । ୨୦୧୭ ନେ ସେ ସେଲ୍ ର ବାଣିଜ୍ୟ ନିର୍ଦ୍ଦେଶକ୍ ହିସାବେ ଯୋଗ୍ ଦେଇଥିଲେ ।

Leave A Reply

Your email address will not be published.