Browsing Tag

dillip rai

ଦିଲୀପ ରାୟଙ୍କୁ ୩ ବଛର ଜେଲ୍ ଦଣ୍ଡାଦେଷ

ପହେଲାର କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ୩ ବଛର ଜେଲ ଦଣ୍ଡାଦେଶ ଶୁନେଇଛନ୍ । ଆର ଇତାର ସାଙ୍ଗେ ୧୦ ଲାଖ୍ ଟଙ୍କାର ଜରିମାନା କରିଛନ୍ । କୁଇଲା ବ୍ଲକ୍ ଆବଂଟନନେ ଅନିୟମିତତା ଆର ଦୁର୍ନୀତି ମାମଲାନେ ସିବିଆଇର ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଦଣ୍ଡାଦେଶ ଶୁନେଇଛନ୍ । ଇ ମାମଲାନେ ଦୁଷୀ ସାବ୍ୟସ୍ତ୍ୟ…

କୁଇଲା ଦୁର୍ନୀତି ମାମଲାନେ ଘୁଂଚଲା ଦଣ୍ଡ ଶୁଣାଣି

୨୬ ତାରିଖକେ ଘୁଂଚଲା କୁଇଲା ଦୁର୍ନୀତିନେ ଦୁଷୀଙ୍କର ବିରୁଧନେ ହେବାକେ ଥିବାର ଦଣ୍ଡବିଧାନ ଶୁଣାଣି । ଅକ୍ଟୋବର ୬ ତାରିଖନେ ବହୁ ଚର୍ଚ୍ଚିତ କୋଇଲା ବ୍ଲକ୍ ଆବଂଟନ ଦୁର୍ନୀତି ମାମଲା ଦିଲ୍ଲୀର ସ୍ପେସାଲ ସିବିଆଇ କୋର୍ଟ ପହେଲାର କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ…