ରାଉରକେଲାନେ ଉଷା ପାଢୀ

ରାଉରକେଲା ବିମାନ ବନ୍ଦରର ସ୍ଥିତି ସମୀକ୍ଷା କଲେ ବେସାମରିକ ବିମାନ୍ ଚଳାଚଳ ସୁରକ୍ଷା ମହାନିର୍ଦ୍ଦେଶକ୍

0

ରାଉରକେଲା ଗସ୍ତନେ ବେସାମରିକ ବିମାନ୍ ଚଳାଚଳ ସୁରକ୍ଷା ମହାନିର୍ଦ୍ଦେଶକ୍ ଉଷା ପାଢୀ । ଗସ୍ତ ସମିଆଁନେ ରାଉରକେଲା ଏୟାରଷ୍ଟ୍ରିପ୍ ବୁଲିକରି ଦେଖିଛନ୍ । ଆରଏସପି ସିଇଓ ଆରୁ ଜିଲ୍ଲା ପ୍ରଶାସନର ପୁରଖା ଅଧିକାରୀକଁର ସାଙ୍ଗେ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ । ରାଉରକେଲାନୁ ଆଗକେ ଖୋବ୍ ଜଲଦି ବିମାନ୍ ଚଳାଚଳ କରବାର ନେଇକରି ଆଶ୍ କରାଯାଉଛେ । କେନ୍ଦ୍ର ସରକାରକଁର ଉଡାନ୍‌-୪ ଯୋଜନାନେ ରାଉରକେଲା ବିମାନ ବନ୍ଦରର ଭିଲ୍ ପ୍ରସ୍ତାବ ରହିଥିଲେ ଭିଲ୍ ଇହାଦେ ତକ୍ ବିମାନ୍ ସେବା ଆରମ୍ଭ ନାଇଁ ହେଇପାରି । ଆଘୋନୁ ବାଣିଜ୍ୟ ଆର ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢୀକଁର ନେତୃତ୍ୱନେ ଟିମ୍ ଦୁଇ ଦୁଇ ଥର ଆସିକରି ଇଠାନର ଭିତ୍ତିଭୂମି ଦେଖିକରି ଯାଇସାରିଛନ୍ । ବିମାନ ବନ୍ଦରର ରନୱେ କାମନୁ ନେଇକରି ଆଧୁନିକ୍ ଭିତ୍ତିଭୂମି କରାଯିବାର ନେଇକରି ବେବସ୍ଥା କରାଯାଉଛେ ।

Leave A Reply

Your email address will not be published.