Browsing Tag

education depatment

ବାହାରିଲା ଓଜେଇଇ ରେଜଲ୍ଟ

ବାହାରିଲା ଓଜେଇଇ ରେଜଲ୍ଟ । ବି.ଟେକ୍‌, ଏମ୍‌ବିଏ, ଏମ୍‌ସିଏ, ଏମ୍‌ଟେକ୍ ଲେଖେଁ ୧୧ଟା ପାଠ୍ୟକ୍ରମନେ ନାଁଲେଖା ଲାଗି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷାର ରେଜଲ୍ଟ ଆଜି ବାହାରିଛେ । ଇ ବଛର ମୋଟ ୭୯ ହଜାର ୭୫୪ ଝନ୍ ଛାତ୍ରଛାତ୍ରୀ ନାଁ ପଞ୍ଜୀକରଣ କରିଥିବାର ବେଲକେ ୪୯ ହଜାର ୨୬୭ ଝନ୍ ପରୀକ୍ଷା…

ନଭେମ୍ବର୧୫ନୁ ଖୁଲବା ସ୍କୁଲ

ସ୍କୁଲ ଖୁଲବାର ନେଇକିନା ସରକାର୍‌କଁର୍ ତରଫନୁ ଆଏଲା ନିର୍ଦ୍ଦେଶ । ନଭେମ୍ବର ୧୫ ତାରିଖ୍ନୁ ସ୍କୁଲ ଖୁଲବା ବଲିକରି ଜନାପଡିଛେ । ହେଲେ ଖାଲି ନବମନୁ ଦ୍ୱାଦଶ ଶ୍ରେଣୀ ତକ୍ ଛୁଆ ସ୍କୁଲ ଯିବେ । ଏକରୁ ଆଠ୍ ଶ୍ରେଣୀ ତକ୍ ଛୁଆକଁର ପାଠପଢା ଇହାଦେ ବନ୍ଦ ରହେବା । ଛୁଆକଁର ସଂଖ୍ୟାକେ ଦେଖିକରି…