Browsing Tag

elephant dead

କର୍ଲାପାଟ୍‌ନେ ହାତୀ ମଡକ୍‌

କଳାହାଣ୍ଡି କର୍ଲାପାଟ୍ ଅଂଚଲନେ ହାତୀ ମଡକ୍ ଘଟନା ଇହାଦେ ଚର୍ଚ୍ଚା ବନିଛେ । ଜିଲ୍ଲାର କର୍ଲାପାଟ ଅଭୟାରଣ୍ୟ ଅଂଚଲନେ ଗଲା ଦୁଇ ହପ୍ତା ଭିତରେ ୬ଟା ହାତୀର ଜୀବନ୍ ଗଲାନ । ଗଲା ୧ ତାରିଖନେ ପହେଲା ହାତୀ ଅଭୟାରଣ୍ୟ ପାଶର ତେନ୍ତୁଲିପଦର ଗାଁ ପାଶେ ଗୁଟେ ହାତୀ ମରିଥିଲା । ତାର ଉତାରୁ ଫେର୍ ଗଲା ୮…

ମହିପାଣି ଟ୍ରେନ୍ ଦୁର୍ଘଟଣାନେ ହାତୀ ମରବାର ଘଟନା

ସୁନ୍ଦରଗଡ଼ ବିଶ୍ରା ମହିପାଣି ପାଶେ ଟ୍ରେନ୍ ଧକ୍କାନେ ଦୁଇଟା ହାତୀ କଟିକରି ମରବାର ଘଟନାନେ ବନ ବିଭାଗର ତଦନ୍ତ । ଘଟନାର ତଦନ୍ତ ଉତାରୁ ଟ୍ରେନ୍ ଡ୍ରାଇଭରକଁର ନାଁନେ ମାମଲା ରୁଜୁ କରାଯାଇଛେ । ଶୁକ୍ରବାର ଟ୍ରେନ୍ ଡ୍ରାଇଭରକୁଁ ଗିରଫ୍ କରାଯିବା ବଲି ସୂଚନା ମିଲିଥିଲା । ଟ୍ରେନ୍ ଡ୍ରାଇଭରକୁଁ ବନ…