ୱାର୍ଲ୍ଡ ରେକର୍ଡ କଲେ ହୀରା କାରିଗର

୭୮୦୧ଟା ଡାଇମଣ୍ଡ୍‌ନେ ମୁଦି ତିଆର କଲେ ହାଇଦ୍ରାବାଦର ଝନେ ହୀରା କାରିଗର

0

ହାଇଦ୍ରାବାଦ ନେ ଥିବାର ଚନ୍ଦୁ ଭାଇ ହୀରା ଦୁକାନର କୋଟି ସ୍ରିକାନ୍ତ ନାଁର ଝନେ ହୀରା କାରିଗର ୱାର୍ଲ୍ଡ ରେକର୍ଡ କରିଛନ୍ । ୭୮୦୧ଟା ହୀରା ଖଂଜା ହେଇଥିବାର ଗୁଟେ ମୁଦି ତିଆର କରି ଗିନିଜ୍ ବୁକ୍ ଥି ନାଁ କରିଛନ୍ । ମୁଦି କେ ସେ ‘ଦ ଡିଭାଇନ ୭୮୦୧ ବ୍ରହ୍ମ ବଜ୍ର କମଲମ୍ ’ ନାଁଥି ନାମକରଣ କରିଛନ୍ । ସେ ରିଙ୍ଗ୍‌ର ଡିଜାଇନ ବ୍ରହ୍ମ କମଳ ଫୁଲ ଲେଖେ ହେଇ ଥିବାର ବେଲେ ରିଙ୍ଗ୍‌ନେ ୬ ଟା ସ୍ତର ଆର୍ ସବୁ ସ୍ତରଥି ୮ ଟା ପାଖୁଡା ଲେଖେ ଡିଜାଇନ ହେଇଥିବାର ଦେଖାବର କେ ମିଲିଛେ । ପାଖାପାଖି ଗୁଟେ ବଛର ପରେ ରିଙ୍ଗ୍ କେ ବେଷ୍ଟ୍ ଡାଇମଣ୍ଡ ରିଙ୍ଗ୍ ର ମାନ୍ୟତା ମିଲିଛେ ।

Leave A Reply

Your email address will not be published.