Browsing Tag

fight against corona

ପୀଠେ ମହାଷ୍ଟମୀ, ମଣ୍ଡପନେ ମହାସପ୍ତମୀ

  ପାର୍ବଣର ଋତୁ ମୂଲ ହେଇଥିବାର ବେଲେ ଧରାପୃଷ୍ଠନେ ମାଁ ଅବତରିଛନ୍ । ନବରାତ୍ରି ପୂଜା ଚାଲିଥିବାର ବେଲେ ଗଲା କାଲି ମଣ୍ଡପନେ ମାଁ ଦୁର୍ଗାଙ୍କର ଷଷ୍ଠୀ ପୂଜା ମୂଲ ହେଇଛେ । ଆଝି ମାଁଙ୍କର ମହାସପ୍ତମୀ ପୂଜା ଚାଲିଛେ । ଇ ବଛର କରୋନା କଟକଣାଥି ମାଁ ଦୁର୍ଗାଙ୍କର ଆରାଧନା କରାଯାଉଛେ । ବିନା…

ଛୁଆ ଜନମ୍‌ର ଦୁଇହପ୍ତା ପରେ ଦାୟିତ୍ୱ ସମ୍ଭଲାଲେ ଏସଡିଏମ୍‌

ଇ ପୁରୁଷ ପ୍ରଧାନ ସମାଜନେ ନାରୀ ନିଜର ଲାଗି ଗୁଟେ ଦୁଶରା ଜାଗା ତିଆର କରିପାରିଛେ । କେନସି କାମଥି ଭିଲ ଆର ପଛେ ନାଇଁନ, ପରିସ୍ଥିତି କିଛି ଭିଲ ହେଉ ନିଜର ଦାୟିତ୍ୱ ସବୁବେଲେ ଆଗ ଦେଖିକରି ନିଭେଇ ଆସିଛନ୍ ଇମାନେ । ତେଭେ ଇ କରୋନା ସମିୟାନେ ଝନେ ମହିଳା ଆଇଏଏସ୍ ଲୋକଙ୍କୁ ଦାୟିତ୍ୱବାନ ମୁନୂଷର…