ମ୍ୟୁଜିଅମ୍ ହେବା ସମ୍ବଲପୁରର୍ ଟାଉନ ହଲ୍

0

‌ସମ୍ବଲପୁରର୍ ବୀର୍ ସୁରେନ୍ଦ୍ର ସାଏ ଟାଉନ ହଲ୍ ନେ ବନ୍‌ବା ମ୍ୟୁଜିଅମ୍ । ପଶ୍ଚିମ୍ ଓଡିଶାର୍ ଜନ୍‌ଜୀବନ୍ , ଲୋକ୍‌ସଂସ୍କୃତି ,ପରମ୍ପରା ଉପରେ ଲୋକମାନକୁଁ ଜନାବାର୍ ଲାଗି ଇ ମ୍ୟୁଜିଅମ୍ ତିଆରି ହେଉଛେ ବଲି କୁହାଯାଇଛେ । ଇ ମ୍ୟୁଜିଅମ୍ ନେ ସମ୍ବଲପୁରୀ ହସ୍ତତନ୍ତ ଲାଗି ଅଲଗା କର୍ଣ୍ଣର୍ ତିଆରି କରାଯାଉଛେ ଯେନ ସମ୍ବଲପୁରୀ ପୂରନା ଶାଢୀ ଡିଜାଇନ୍ , ବାନ୍ଧକଲା ସାଙ୍ଗେ ଶାଢୀ ବୁନା କାମେ ଲାଗୁଥିବାର୍ ଜିନିଷ୍ ରହେବା , ପୁରନା ମୂର୍ତ୍ତି , ବାଦ୍ୟଯନ୍ତ୍ର, ପାରମ୍ପାରିକ୍ ଅଲଙ୍କାର୍ ,କଂସା ପିତ୍ତଲ୍ ର ଜିନିଷ୍ ଆର୍ ଛୁଆ ମନେ ଦେଖ୍ ବାର୍ ଲାଗି ସାତ୍‌ଗାତି ଲେଖେ ଖେଲ୍‌ନା ରହେବା ।

ଆର୍ ପଶ୍ଚିମ୍‌ଓଡିଶାର୍ ଭିନ୍ ଭିନ୍ ଯାଗା ମାନକଁର୍ ପେଣ୍ଟିଂ ସବୁ ରହେବା । ପଶ୍ଚିମ୍‌ଓଡିଶାର୍ ଲୋକକଲା କେ ଲୋକ୍‌ଲୋଚନ୍ କେ ଆନବାର୍ ଲାଗି ଇ ମ୍ୟୁଜିଅମ୍ ତିଆରି କରାଯାଉଛେ । ମ୍ୟୁଜିଅମ୍ ର କାମ୍ ଆରମ୍ଭ୍ ହେଇଯାଇଥିବାର୍ ବେଲ୍‌କେ ଇଟା ଫେବୃଆରୀ ମାସେ ସରବା ବଲିକରି ସୂଚନା ମିଲିଛେ ।

Leave A Reply

Your email address will not be published.