କରୋନା ସଂକ୍ରମଣ କମାବାର ଲାଗି କାଣା ପରାମର୍ଶ ଦେଲେ ସୁପ୍ରିମ୍‌କୋର୍ଟ

0

କରୋନା ଲାଗି ଇହାଦେ ଦେଶର ସ୍ଥିତି ପୂରା ସାଂଘାତିକ୍ ରହିଛେ । ସଂକ୍ରମିତକଁର ସଂଖ୍ୟା ଦିନୁ ଦିନ୍ ବଢି ବଢି ଚାଲିଛେ । ଦୈନିକ୍ ସଂକ୍ରମଣ ୪ ଲାଖ୍ ପାଖକେ ପୁହୁଁଚିଛେ ଦେଶନେ । ତାର ସାଙ୍ଗେ ମୃତ୍ୟୁ ସଂଖ୍ୟା ଭିଲ୍ ବଢତେଲ ଯାଉଛେ । ଦେଶନେ କରୋନା ସ୍ଥିତି ଦେଖିକରି ବହୁତଟେ ରାଜ୍ୟର ରାଜ୍ୟ ସରକାର ଲକଡାଉନ୍ ଭିଲ୍ କରୁଛନ୍ । ମାସକିଆ, ୧୫ ଦିନିଆଁ ଏନ୍ତା ଲକଡାଉନ୍ ଆରୁ ସଟଡାଉନ୍ କରାଯାଉଛେ । ହେଲେ ଭିଲ୍ ସ୍ଥିତି ନାଇଁ ସୁଧରୁଥିବାରନୁ ପୁରା ଦେଶଭରନେ ତାଲା ବନ୍ଦ କରାଯାଉ ବଲି ବିଶେଷଜ୍ଞ ମତ୍ ଦେଉଛନ୍ । ତାର ସାଙ୍ଗେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଭିଲ୍ ଲକଡାଉନ୍ କରାଯାଉ ବଲି କହିଛନ୍ । ଦେଶ ତଥା ରାଜ୍ୟନେ କରୋନା ସ୍ଥିତି ଉପରେ ଆଲୋଚନା କରମା ପହରାର ଇ ଭିଡିଓନେ ।

Leave A Reply

Your email address will not be published.