Browsing Tag

indian cricket

ଦଶ ହଜାର କ୍ଲବନେ ମିତାଲି ରାଜ

ଶୁକ୍ରବାର ସାଉଥ ଆଫ୍ରିକା ବିରୋଧନେ ତିନ୍ ନମ୍ବର ଦିନକିଆନେ ପହେଲା ଭାରତୀୟ ହିସାବେ ଅନ୍ତର୍ଜାତୀୟ କ୍ରିକେଟନେ ୧୦,୦୦୦ ରନ୍ ପୁରା କରିଛନ୍ । ବିଶ୍ୱ କ୍ରିକେଟନେ ମିତାଲି ବି ୨ ନମ୍ବର କ୍ରିକେଟର ହିସାବେ ଇ ଗୌରବ୍ ଆନିଛନ୍ । ଆଘୋନୁ ଝନେନ ଖେଲାଲି ହିସାବେ ଇଂଲଣ୍ଡର ଚାର୍ଲୋଟ ଏଡୱାର୍ଡସ ଇ…

ଏପ୍ରିଲ୍ ୧୧ନୁ ଆରମ୍ଭ ହେବା ଆଇପିଏଲ୍‌୧୪ 

ଟ୍ୱେଣ୍ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ୧୪ ଭାରତ୍ ନେ ଖେଲାଯିବା ବଲିକରି ବିସିସିଆଇ ଆଡୁ ସୂଚନା ମିଲିଛେ । ୨୦୨୧ ର ଆଇପିଏଲ୍ ମେଚ୍ ଏପ୍ରିଲ୍ ୧୧ନୁ ଆରମ୍ଭ ହେବାର୍‌କେ ଯାଉଥିବାର୍ ବେଲ୍‌କେ ଇ ଟୁର୍ଣ୍ଣାମେଣ୍ଟ ଜୁନ୍ ୫ କି ୬ ତାରିଖ୍ ଦିନ ଉଦ୍‌ଯାପନ୍ କରାଯିବା…