Browsing Tag

jsgcoronanews

ଲଇକେରା ବ୍ଲକ୍ ର ୪ଟା ସ୍କୁଲ୍ ର ୩୨ଜନ ଛାତ୍ରଛାତ୍ରୀ ହେଲେ କରୋନା ପଜିଟିଭ୍

ଝାରସୁଗୁଡା ଜିଲ୍ଲା ର୍ ଲଇକେରା ବ୍ଲକ୍ ର ଥିବାର୍ କେତେଟା ସ୍କୁଲ୍ ନେ ୩୨ ଜନ୍ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ୍ ହେଇଛନ୍ । କରୋନା ଉତାରୁ ଇହାଦେ ସ୍କୁଲ୍ ଖୁଲିଛେ ହେଲେ ସ୍କୁଲ୍ ଖୁଲବାର୍ ନୁ ଲଇକେରା ବ୍ଲକ୍ ର ସରକାରୀ ଆର୍ ବେସରକାରୀ ମିଶିକରି ୧୩ଟା ହାଇସ୍କୁଲ୍ ରହିଥିବାର୍ ବେଲ୍‌କେ…