ଅଗ୍ନିଶମ୍ ପୋର୍ଟାଲ ଆରୁ ଫାୟାର ପାର୍କର ଶୁଭାରମ୍ଭ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଲୋକାର୍ପଣ, ଅଗ୍ନିଶମ୍ କର୍ମଚାରୀକଁର କାମ୍ କଲେ ପ୍ରଶଂସା

0

ଅଗ୍ନିଶମ ବିଭାଗର ସେବା ପୋର୍ଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ ଆଡୁ ମୁଖ୍ରମନ୍ତ୍ରୀ ପୋର୍ଟାଲର ଶୁଭାରମ୍ଭ କରିଥିବାର ବେଲକେ ୫-ଟି ଅଧୀନନେ ଥିବାର ଇ ପୋର୍ଟଲ ଆଡୁ ଲୁକକୁଁ ୧୬ଟା ସେବା ମିଲିପାରବା । ଇତାର ସାଙ୍ଗେ ଭୁବନେଶ୍ୱର ବରମୁଣ୍ଡାନେ ଥିବାର ଅଗ୍ନିଶମ ଆରୁ ବିପର୍ଯୟ ଏକାଡେମିନେ ଗୁଟେ ଫାୟାର ପାର୍କର ଉଦଘାଟନ୍ କରାଯାଇଥିଲା ।

ଫି ଶନିବାର ଦୁଇପହରର ସାଢେ ୩ ବଜାନୁ ନେଇକରି ବେଲବୁଡାର ସାଢେ ୫ ତକ୍ ଇ ଫାୟାର ପାର୍କ ଲୁକକଁର ଲାଗି ଖୁଲାଯିବା । ଲୋକ୍ ମାନେ ଅଗ୍ନିଶମ୍ ବିଭାଗର କାମ୍ ଜାନିପାରବାର ସାଙ୍ଗେ ନିଆଁ ଲାଗଲେ ଇତାର ମୁକାବିଲା କେନ୍ତା କରବେ ସେ ବାବଦେ ଭିଲ୍ ଇ ପାର୍କ ଆସଲେ ଜନେ ଜାନିପାରବା । ସେଆଡେ ପୋର୍ଟାଲ ସେବା ଆଡୁ ଲୁକେ ବହୁତ୍ ଉପକୃତ ହେଇପାରବେ ଆରୁ ଇଆଡୁ ସମିଆଁ ବଂଚବାର ସାଙ୍ଗେ ସବୁ ସୁବିଧା ହାତେ ରହେବା । ଇ ସମିଆଁନେ ମୁଖ୍ୟମନ୍ତ୍ରୀ କରୋନା ସମିଆଁନେ ଅଗ୍ନିଶମ୍ କର୍ମଚାରୀକଁର କାମ୍‌କେ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.