Browsing Tag

kartikpuni2020

ସମ୍ବଲପୁରର୍‌ ଭିନ୍‌ ଭିନ୍‌ ଜଗନ୍ନାଥ ମନ୍ଦିର୍‌ନେ ମହାପ୍ରଭୁକଁର୍‌ ନାଗାର୍ଜୁନ୍‌ ଭେଷ୍‌

ପବିତ୍ର କାର୍ତ୍ତିକ୍‌ ମାସ୍‌ ର ଶୁକ୍ଲପକ୍ଷ ଦ୍ୱାଦଶୀ ମଲ ତିଥିନେ ଶ୍ରୀ ଜଗନ୍ନାଥ ଭଗବାନକଁର୍‌ ନାଗାର୍ଜୁନ୍‌ ଭେଷ୍‌ କରବାର୍‌ ପରମ୍ପରା ରହିଛେ । ସମ୍ବଲପୁର୍‌ ସହରର୍‌ ଭିନଭିନ୍‌ ଜଗନ୍ନାଥ ମନ୍ଦିର୍‌ ନେ ବି ଜଗନ୍ନଥ , ବଲଭଦ୍ର , ସୁଭଦ୍ରାକଁର୍‌ ନଗାର୍ଜୁନ ଭେଷ୍‌ ଦେଖ୍‌ବାରକେ ମିଲିଛେ ।…

କାର୍ତ୍ତିକ୍‌ ପୁନି ଉପ୍‌ରେ ଲାଗ୍‌ଲା କଟକନା

କରୋନା ସଂକ୍ରମଣ ଲାଗି ଇ ବଛର୍‌ କାର୍ତ୍ତିକ୍‌ ପୁନିନେ କରାଯାଉଥିବାର୍‌ କାର୍ଯ୍ୟକ୍ରମ୍‌ ମାନକୁଁ ବନ୍ଦ୍‌ କରାଯାଇଛେ । ଆଏବାର୍‌ ନଭେମ୍ବର୍‌ ୩୦ ତାରିଖ୍‌ନେ ପଡୁଥିବାର୍‌ କାର୍ତ୍ତିକ୍‌ ପୁନିକେ ନେଇକରି ରାଏଜ୍‌ନେ କେତେଟା ନିୟମ୍‌ ଲାଗୁ କରାଯାଇଛେ । କାର୍ତ୍ତିକ୍‌ ମାସେ କରାଯାଉଥିବାର୍‌ ସବୁ…