କାର୍ତ୍ତିକ୍‌ ପୁନି ଉପ୍‌ରେ ଲାଗ୍‌ଲା କଟକନା

ଇଥ୍‌ର ନାଇ ଭାସେ ଡଙ୍ଗା

0

କରୋନା ସଂକ୍ରମଣ ଲାଗି ଇ ବଛର୍‌ କାର୍ତ୍ତିକ୍‌ ପୁନିନେ କରାଯାଉଥିବାର୍‌ କାର୍ଯ୍ୟକ୍ରମ୍‌ ମାନକୁଁ ବନ୍ଦ୍‌ କରାଯାଇଛେ । ଆଏବାର୍‌ ନଭେମ୍ବର୍‌ ୩୦ ତାରିଖ୍‌ନେ ପଡୁଥିବାର୍‌ କାର୍ତ୍ତିକ୍‌ ପୁନିକେ ନେଇକରି ରାଏଜ୍‌ନେ କେତେଟା ନିୟମ୍‌ ଲାଗୁ କରାଯାଇଛେ । କାର୍ତ୍ତିକ୍‌ ମାସେ କରାଯାଉଥିବାର୍‌ ସବୁ ପ୍ରକାରର୍‌ ଉତ୍ସବ୍‌ , ଧାର୍ମୀକ୍‌ ସମାବେଶ୍‌ ନେ କଡା କଟକନା ଲାଗୁ କରାଯାଇଛେ । କାର୍ତ୍ତିକ୍‌ ପୁନିନେ ନଦୀଘାଟେ ହେଉଥିବାର୍‌ ଡଙ୍ଗା ଭସା ଉତ୍ସବ୍‌କେ ଭିଲ୍‌ ସରକାରକଁର୍‌ ଆଡୁ ବାତିଲ୍‌୍‌ କରାଯାଇଛେ । କେନସି ନଦୀଘାଟ୍‌ , ପୋଖ୍‌ରୀ ହେଉକି କେନସି ଭିଲ୍‌ ଜଲାଶୟ ନେ ଇ ବଛର୍‌ ପୁଜା ପାଠ୍‌ ନାଇ ହୁଏ । ତାର୍‌ ସାଙ୍ଗେ ରାଏଜର୍‌ ଭିନ୍‌ ଭିନ୍‌ ଯାଗାନେ ହେଉଥିବାର୍‌ ବାଲିଯାତ୍ରାକେ ଭିଲ୍‌ ବନ୍ଦ୍‌ କରାଯାଇଛେ । ସରକାର୍କଁର୍‌ ନିୟମ୍‌କେ ନାଇ ମାନଲେ କଡା ଦଣ୍ଡବିଧାନ୍‌ କରାଯିବା ବଲି ଏସ୍‌ଆରସିର୍‌ ମୁଖିଆ ଶାସନ୍‌ ସଚିବ୍‌ ଅସିତ୍‌ ତ୍ରିପାଠୀ କହିଛନ୍‌ । ପହେଲାନୁ ସରକାରକଁର୍‌ ଆଡୁ କଟକର ବାଲିଯାତ୍ରା ଉପରେ କଟକନା ଲଗା ଯାଇଥିଲା ହେଲେ କଟକ ସାଙ୍ଗେ ପାରାଦୀପ୍‌ , ଭୁବନେଶ୍ୱର୍‌ ଆର୍‌ ରାଏଜ୍‌ର ଭିନ ଭିନ୍‌ ଯାଗା ନେ ଭିଲ୍‌ କଟକନା ଲାଗୁ କରାଗଲା ।
ନିୟମ୍‌ ସବୁ ହେଲା :
• ଡଙ୍ଗା ଭସା ଉପରେ ଲାଗୁ ହେଲା କଟକନା
• ଧାର୍ମିକ୍‌ ସମାବେଶ୍‌ ଆର୍‌ ପୂଜା ପାଠ୍‌ ବନ୍ଦ୍‌
• କଟକ, ପାରାଦୀପ ଲେଖେ ଯାଗା ମାନକୁଁ ନାଇ ହୁଏ ବାଲି ଯାତ୍ରା

 

Leave A Reply

Your email address will not be published.