ଇଥର ପେପରଲେସ୍ ବଜେଟ୍

୨୦୨୧-୨୨ ଆର୍ଥିକ୍ ବଛର ବଜେଟ୍‌ନେ ନାଇଁ ଛପାହୁଏ ବହି, ଡିଜିଟାଲାଇଜେସନ୍‌ଥି ହେବା ବଜେଟ୍‌

0

ଇଥର ବଜେଟ୍ ପେପରଲେସ୍ । ଆଏବାର ୨୦୨୧-୨୨ ଆର୍ଥିକ୍ ବଛର ବଜେଟ୍‌ନେ ବିନା କାଗଜଥି ବଜେଟ୍ ଅଧିବେଶନ୍ କରାଯିବା । ୭୩ ବଛରର ପରମ୍ପରା ଭାଙ୍ଗବାକେ ଯାଉଛେ । ଆଏବାର ଫେବୃଆରୀ ପହେଲାନୁ ସାଧାରଣ ବଜେଟ୍ ବସବାକେ ଯାଉଛେ । ଇଥର ବଜେଟ୍‌ନେ କାଗଜର ବେଭହାର ନାଇଁ କରାଯାଇକରି ଡିଜିଟାଇଲଜେସନ୍ କରାଯିବାର ଲାଗି ନିଷ୍ପତ୍ତି ନିଆଯାଇଛେ । ଏନ୍ତାକି ଅର୍ଥନୈତିକ୍ ସର୍ଭେ ରିପୋର୍ଟ ଭିଲ୍ କାଗଜନେ ନାଇଁ ଛପାଯାଏ । ପେପାଲେସ୍ ବଜେଟ୍ ଅଧିବେଶନ୍ ନେଇକରି ଅର୍ଥ ମନ୍ତ୍ରଣାଳୟ ଆଡୁ ସୂଚନା ଦିଆଯାଇଛେ । ୨୬ ନଭେମ୍ବର ୧୯୪୭ନେ ହେଇଥିବାର ପହେଲା ବଜେଟ୍‌ନୁ ହିଁ କାଗଜନେ ବଜେଟ୍ ବହି ସବୁ ଛପା ହେଇକରି ଆସୁଥିଲା । ବଜେଟ୍ ଛପାଯିବାରନୁ ନେଇକରି ସିଲ୍ କରାଯିବା ତକ୍ ୧୫ ଦିନ୍ ଧରିକରି କର୍ମଚାରୀ ଇ କାମ୍‌ନେ ଲାଗୁଥିଲେ । ଇ ବଛର୍ କରୋନା ଡର ଥିବାରନୁ ବଜେଟ୍ ବହି ନାଇଁ ଛପାଯିବାର ଲାଗି ନିଷ୍ପତ୍ତି ନିଆଯାଇଛେ ।

Leave A Reply

Your email address will not be published.