Browsing Tag

merderna vaccine

ଭଲ୍‌ କାମ୍‌ ଦେଉଛେ ମଡର୍ଣ୍ଣାର୍‌ କୋଭିଡ ଟିକା

ଆମେରିକାର ମେଡିସିନ କମ୍ପାନି ମଡର୍ଣ୍ଣା କରୋନା ଲାଗି ତିଆରି କରିଥିବାର୍‌ ଭେକ୍‌ସିନ୍‌ କରୋନା ଭୁତାନୁକେ ୯୦.୪% ନଷ୍ଟ୍‌ କରବାର୍‌ଥି ସହାୟକ ହେଇଛେ ବୋଲି ଗୁଟେ ପରୀକ୍ଷାନୁ ଜନା ଯାଇଛେ । ଇତାର ଆଗରୁ ଆମେରିକାରର୍‌ ଆର୍‌ ଗୁଟେ କମ୍ପାନି ଫାଇଜର ଭିଲ ତାର ଟିକା ୯୦% କରୋନାକେ ପ୍ରଭାବିତ୍‌…