କୁଚିଣ୍ଡା ନେ ଉଦ୍‌ଘାଟନ୍ ହେଲା ନୂଆ ବସଷ୍ଟାଣ୍ଡ୍

0

ସମ୍ବଲପୁର୍ ଜିଲ୍ଲା କୁଚିଣ୍ଡା ବ୍ଲକ୍‌ନେ ନୂଆ ବସଷ୍ଟାଣ୍ଡ ଉଦ୍‌ଘାଟନ୍ କରାଯାଇଛେ । ଆର୍ ତାର୍ ସାଙ୍ଗେ କୁଚିଣ୍ଡା ଅଂଚଲ୍ ନେ ସ୍ମାର୍ଟ ପାର୍କ ତିଆରି ଲାଗି ଭିତ୍ତି ଭୂମି ଥାପ୍‌ନା କରାଯାଇଛେ । ଉଦ୍‌ଘାଟନି ଉତ୍ସବ୍ ନେ ଆଇନ୍ ମନ୍ତ୍ରୀ ପ୍ରତାପ୍ ଜେନା ମୁଖ୍ୟ ଅତିଥି ହିସାବେ ଯୋଗ୍ ଦେଇଥିଲେ । ସେନ କୁଚିଣ୍ଡା ବିଧାୟକ୍ କିଶୋର୍ ନାଏକ୍‌, ଉପଜିଲ୍ଲାପାଳ ପ୍ରମୋଦ୍ ବେହେରା ଆର୍ ବହୁତ୍ ଟେ ପୁରଖା ନେତା ଉପସ୍ଥିତ୍ ଥିଲେ ।

ସ୍ମାର୍ଟ ପାର୍କ ର୍ ଭିତ୍ତିଭୂମି ଥାପନା ଲାଗି ନଡିଆ ପଠା ଯିବାର୍ ତାର୍ ଉତାରୁ ବିଧାୟକ୍ ସିମେଣ୍ଟ ଦେଇକରି କାମ୍ ଆରମ୍ଭ କରିଥିଲେ । ତାର୍ ସାଙ୍ଗେ ବିଜୁ ଜନତା ଦଳ ର କର୍ମୀ ମାନେ ବାଇକ୍ ରାଲି କରିଥିଲେ । କୁଚିଣ୍ଡା ଅଂଚଲ୍ ନେ ଚାଲିଥିବାର୍ ବିଶୁଦ୍ଧ ପାଏନ୍ ଯୋଗାଣ ର୍ କାମ୍ କେ ଭିଲ୍ ଦେଖିଥିଲେ ଶ୍ରୀ ଜେନା । ସ୍ମାର୍ଟ ପାର୍କ ଲାଗି ଭିତ୍ତିଭୂମି ଥାପନା ଉତାରୁ ସେନର୍ ଭିନ୍ନକ୍ଷମ ଆର୍ ଭୂମିହୀନ୍ ଲୋକ୍ ମାନକୁଁ ପଟ୍ଟା ଦିଆଯାଇଥିଲା ।

Leave A Reply

Your email address will not be published.