ଭଲ୍‌ କାମ୍‌ ଦେଉଛେ ମଡର୍ଣ୍ଣାର୍‌ କୋଭିଡ ଟିକା

0

ଆମେରିକାର ମେଡିସିନ କମ୍ପାନି ମଡର୍ଣ୍ଣା କରୋନା ଲାଗି ତିଆରି କରିଥିବାର୍‌ ଭେକ୍‌ସିନ୍‌ କରୋନା ଭୁତାନୁକେ ୯୦.୪% ନଷ୍ଟ୍‌ କରବାର୍‌ଥି ସହାୟକ ହେଇଛେ ବୋଲି ଗୁଟେ ପରୀକ୍ଷାନୁ ଜନା ଯାଇଛେ । ଇତାର ଆଗରୁ ଆମେରିକାରର୍‌ ଆର୍‌ ଗୁଟେ କମ୍ପାନି ଫାଇଜର ଭିଲ ତାର ଟିକା ୯୦% କରୋନାକେ ପ୍ରଭାବିତ୍‌ କରବା ବୋଲି ଦାବି କରୁଥିଲା । ହେଲେ ମଡର୍ଣ୍ଣାର ଟିକା ସବୁ କମ୍ପାନି ମାନକଁର ଟିକା ନୁ ଆଗେ ଅଛେ । ତାର ସାଙ୍ଗେ ଭାରତର ଭିଲ ସିରମ ,ବାୟୋଟେକ୍‌ ଆର୍‌ ଭିନ୍‌ ଭିନ୍‌ ସଂସ୍ଥା ଟିକା ବିକାଶ ଲାଗି ଚେଷ୍ଟା ଚଲେଇଛନ ।ମଡର୍ଣ୍ଣା ତାର ଟିକାଥି କରୋନା ଭୁତାନୁକେ ୯୦.୪% ନଷ୍ଟ୍‌ କରବାର ଥି ସଫଲ୍‌ ହେଇଥିବାର ବେଲେ ବହୁତ୍‌ ଜଲ୍‌ଦି ଇ ଟିକା ସବୁ ଆଡେ ମିଲବା ବୋଲି ସୂଚନା ଦେଇଛେ । ହେଲେ ଡବ୍ଲୁଏଚ୍‌ଓ ମୁଖିଆ ଗେବ୍ରିୟେସସ୍‌ ଅଧ୍‌ନମ ଖାଲି ଟିକା ନୁ କରୋନା ଶେଷ ନାଇ ହୁଏ ସେଥିର ଲାଗି ସାବଧାନି ନିହାତି ଜରୁରୀ ଆଏ ବୋଲି ସେ କହିଛନ ।

Leave A Reply

Your email address will not be published.