Browsing Tag

ODISHA GOVERNOR

୬ ବିଶ୍ୱବିଦ୍ୟାଳୟନେ ନୂଆଁ କୁଳପତି ନିଯୁକ୍ତ୍ କଲେ ରାଜ୍ୟପାଲ୍‌

ରାଜ୍ୟର ୬ଟା ବିଶ୍ୱବିଦ୍ୟାଳୟର ନୂଆଁ କୁଳପତିକଁର ନାଁ ଘୋଷଣା କରାଯାଇଛେ । ସୋମବାର ଦିନ୍ ଇ ସବୁ ବିଶ୍ୱବିଦ୍ୟାଳୟ ଲାଗି ନୂଆଁ କୁଳପତିକୁଁ ନିଯୁକ୍ତ କରିଛନ୍ ରାଜ୍ୟପାଲ ପ୍ରଫେସର ଗଣେଷୀ ଲାଲ । ରାଜଭବନନେ ସୋମବାର ବେଲବୁଡେ ସମସ୍ତକଁର ନାଁ ଘୋଷଣା କରାଯାଇଥିଲା । ଇ ୬ ଜନ୍ କୁଳପତି ଆଏବାର ୪…

ରାଜ୍ୟପାଳ ଗଣେଷୀ ଲାଲକଁର ସ୍ତ୍ରୀକଁର ବିୟୋଗ୍‌

ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍‌କଁର ସ୍ତ୍ରୀ ସୁଶୀଳା ଦେବୀକଁର ବିୟୋଗ୍ । ଗଲା କିଛି ଦିନ୍ ତଲେ କରୋନା ବେମାରନେ ପଡିକରି ମେଡିକାଲନେ ଭର୍ତ୍ତି ଥିଲେ । ୧୯୪୬ ମସିହା ଡିସେମ୍ବର ୬ ତାରିଖନେ ହରିଆଣାର ହିସାରଠାନେ ଜନମ୍ ହେଇଥିଲେ ସୁଶୀଳାଦେବୀ । ତାକଁର ଚାରଟା ଝି’ ଆରୁ ତିନଟା ପୁଓ ଅଛନ୍ ।…