ଟପ୍‌ନେ ଶେଫାଳି

0

ଆଇସିସି ତରଫୁଁ ଜାରି ହେଇଥିବାର୍ ମହିଲା ଟିଟ୍ୱେଣ୍ଟି ବ୍ୟାଟିଂ ମାନ୍ୟତାର ଟପକେ ପହଞ୍ଚିଛନ୍ ଭାରତର ଶେଫାଳି ବର୍ମା । ସାଉଥ ଆଫ୍ରିକା ବିରୋଧନେ ଟ୍ୱେଣ୍ଟି୨୦ ସିରିଜନେ ଶେଫାଳି ୨୩ ଆର୍ ୪୭ ରନ୍ କରି ମାନ୍ୟତାନେ ଗୁଟେ ଜାଗା ଉପରକେ ଉଠି ଅଷ୍ଟ୍ରେଲିଆର ବେଥ ମୁନିକୁଁ ପଛେ ପକେଇ ଟପ୍‌କେ ପହଞ୍ଚିଛନ୍ । ନିଜର କ୍ୟାରିୟରନେ ପହେଲା ଥର ଲାଗି ଟପ୍ କରିଛନ୍ ଶେଫାଳି ବର୍ମା ।


ଖାଲି ୧୭ ବର୍ଷ ହେଉଥିବାର ବେଲକେ ସଫଲତାର ପାହାଡ ଚଢିସାରଲେନ ଇଣ୍ଟିଆନ ଓମେନ କ୍ରିକେଟର ଶେଫାଲି ବର୍ମା । ଓପନିଂ ବ୍ୟାଟସମ୍ୟାନ୍ ହିସାବେ ଇହାଦେ ଟିମ୍‌ନେ ଖେଲୁଛନ୍ ଶେଫାଲି ।ମ୍ୟାଚ୍ ୨୨ଟା ଖେଲିଥିବାର ବେଲକେ କରିଛନ୍ ୬୧୭ ରନ୍ । ତାକଁର୍ ଇହାଦେତକ୍ ହାଇଏଷ୍ଟ ସ୍କୋର ହେଉଛେ ୭୩ । ଇହାଦେତକ୍ କ୍ୟାରିୟରନେ ୩ଟା ହାଫ ସେଞ୍ଚୁରୀ କରିଛନ୍ ଶେଫାଲି ।
ଦିନକିଆ ବ୍ୟାଟିଂ ମାନ୍ୟତାନେ ଭାରତୀୟ ଦଲର ଅଧିନାୟିକା ମିତାଲି ରାଜ ଗୁଟେ ଜାଗା ଉପରକେ ଉଠି ୮ ନଂନେ ରହିଥିବାର୍ ବେଲକେ ପ୍ରିୟା ପୁନିଆ ୫ଟା ର‌୍ୟାଙ୍କ ଉପରକେ ଉଠି ୫୩ ନଂନେ ରହିଛନ୍ । ସ୍ମିତି ମନ୍ଧନାକଁର୍ ର‌୍ୟଙ୍କ ୭ ରହିଛେ । ଦିନିକିଆ ଟିମ୍ ର‌୍ୟାଙ୍କିଂନେ ଭାରତ ଅଛେ ୪ ନମ୍ବର । ସେନ୍ତା ଟିଟ୍ୱେଣ୍ଟିନେ ୪ ନଂ ର‌୍ୟାଙ୍କନେ ଅଛେ ଭାରତ ।

Leave A Reply

Your email address will not be published.