ରାଜ୍ୟପାଳ ଗଣେଷୀ ଲାଲକଁର ସ୍ତ୍ରୀକଁର ବିୟୋଗ୍‌

ଗଲା କିଛି ଦିନ୍ ହେଲା କରୋନା ବେମାରଥି ପଡିକରି ହେଉଥିଲେ ଚିକିତ୍ସିତ୍‌

0

ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍‌କଁର ସ୍ତ୍ରୀ ସୁଶୀଳା ଦେବୀକଁର ବିୟୋଗ୍ । ଗଲା କିଛି ଦିନ୍ ତଲେ କରୋନା ବେମାରନେ ପଡିକରି ମେଡିକାଲନେ ଭର୍ତ୍ତି ଥିଲେ । ୧୯୪୬ ମସିହା ଡିସେମ୍ବର ୬ ତାରିଖନେ ହରିଆଣାର ହିସାରଠାନେ ଜନମ୍ ହେଇଥିଲେ ସୁଶୀଳାଦେବୀ । ତାକଁର ଚାରଟା ଝି’ ଆରୁ ତିନଟା ପୁଓ ଅଛନ୍ । ରାଜ୍ୟର ‘ପହେଲା ମହିଲା’କଁର ବିୟୋଗନେ ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ ଦୁଃଖ୍ କରିଛନ୍ ଆରୁ ତାକଁର ଅମର ଆତ୍ମାର ଶାନ୍ତି ଲାଗି ପ୍ରାର୍ଥନା କରିଛନ୍ । ସେଆଡେ ରାଜ୍ୟପାଳକଁର ସ୍ତ୍ରୀକଁର ବିୟୋଗନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ୍ ଭିଲ୍ ଦୁଃଖ୍ ଜନେଇଛନ୍ । ଆଏଜ୍ ବିଧାନସଭା ଅଧିବେଶନନେ ଶୋକ୍ ପ୍ରାର୍ଥନା କରାଯିବାର ସାଙ୍ଗେ ୩ ବଜାତକ୍ ମୁଲତବି କରାଯାଇଛେ ବିଧାନସଭା ଆଲୋଚନା ।

Leave A Reply

Your email address will not be published.