Browsing Tag

oscar

‘ଫିଫେମ୍‌’ନେ ବିଚାରକ୍ ହେଲେ ଜିତେନ୍ଦ୍ର ମିଶ୍ର

ପଶ୍ଚିମ ଓଡିଶାର୍ ଟିଟଲାଗଡ ର୍ ପୁଓ ଜିତେନ୍ଦ୍ର ମିଶ୍ର ଯିଏକି ଜଣେ ସିନେମା ନିର୍ମାତା ହିସାବେ ସାରା ଦେଶ  ଆର୍ ଦେଶ୍ ବାହାରେ ନିଜର୍ ନାଁ ଆର୍ ନିଜର୍ ମାଁ ମାଏଟ୍ ର୍ ନାଁ ରଖିଛନ୍ । ସେ ଇହାଦେ ୨୪ନଂ ମୋଣ୍ଟାରିଲ୍ ଆନ୍ତର୍ଜାତିକ୍ ଶିଶୁ ଚଲଚ୍ଚିତ୍ର ମହୋତ୍ସଭ (ଏଫଆଇଏଫଇଏମ୍ )ର୍ ବିଚାର୍‌କ…

ଓସ୍କାର ରେସନେ ‘କାଲିର ଅତୀତ’

ଯେନ କେନସି ନିର୍ଦ୍ଦେଶକ୍ ହେଉନ କି ଅଭିନେତା ହେଉନ୍ ସମକଁର୍ ଲାଗି ଓସ୍କାର ଗୁଟେ ସପନ୍ । ଆର ସେ ଓସ୍କାର ରେସନେ ଅଛେ ଇହାଦେ ନାଁକରା ନିର୍ମାତା ନିର୍ଦ୍ଦେଶକ୍ , ସୋନପୁର ମାଟିର ପୁଓ ନୀଳମାଧବ ପଣ୍ଡାକଁର୍ ପହେଲା ଓଡ଼ିଆ ଫିଲ୍ମ ‘କାଲିର ଅତୀତ’ । ଆଜିକାର ତାରିଖନେ ଓଡ଼ିଆ ଭାଷାନନେ ବନା…