ଆଏଜ୍‌ ଶପଥ୍‌ ନେବେ ନୀତୀଶ କୁମାର୍‌

ଉପ ମୁଖ୍ୟମନ୍ତ୍ରୀ ପଦ୍‌ ଲାଗି ରହିଛନ ୨ଜନ ପାର୍ଥି

0

ପାଟନା : ବିହାର୍‌ର ମୁଖ୍ୟମନ୍ତ୍ରୀ ହିସାବେ ଆଏଜ୍‌ ୪.୩୦ ବଜେ ରାଜଭନବନ୍‌ ଠାନେ ଶପଥ୍‌ ପାଠ୍‌ କରବେ ନୀତୀଶ୍‌ କୁମାର୍‌ । ୭ନଂ ଥର୍‌ ବିହାର ମୁଖ୍ୟମନ୍ତ୍ରୀ ହେଇଛନ ନୀତୀଶ କୁମାର୍‌ । ତାକଁର୍‌ ସାଙ୍ଗେ ୧୬ ଜନ୍‌ ସଦସ୍ୟ ଭିଲ୍‌ ଆଏଜ୍‌ ଶପଥ୍‌ ନେବେ । ଭିଆଇପି ଆର୍‌ ହାମ୍‌ ଦଲ୍‌ନୁ ଭିଲ୍‌ ଜନେ ଲେଖାଁ ବିଧାୟକ ମନ୍ତ୍ରୀମଣ୍ଡଲ୍‌ଥି ମିଶ୍‌ବେ । ରବିବାର ହେଇଥିବାର୍‌ ଏନଡିଏ ର୍‌ ବିଧାୟକ୍‌ ଦଲ୍‌ ବୈଠକ୍‌ ଥି ନୀତୀଶ କୁମାର ନିର୍ବାଚିତ୍‌ ହେଇଥିଲେ । ବୈଠକ୍‌ଥି ସବୁ ନୁଆ ନିର୍ବାଚିତ୍‌ ହେଇଥିବାର ବିଧାୟକ ମାନେ ଥିବାର୍‌ ବେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ , ବିହାର୍‌ ବିଜେପି ନେତା ଭୁପେନ୍ଦ୍ର ଯାଦବ ଆର୍‌ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ୍‌ ରାୟ ଭିଲ୍‌ ଯୋଗ ଦେଇଥିଲେ । ବିଜେପି ଦଲ୍‌ ବୈଠକ୍‌ନେ ୨ ଜନ୍‌ ନେତା ଜନେ ହେଲେ ତାରକିଶୋର୍‌ ପ୍ରସାଦ୍‌ ବିଜେପି ବିଧାୟକ ଦଲ୍‌ ର ନେତା ଆର୍‌ ଜନେ ହେଲେ ରେଣୁ ଦେବୀ ଜିଏକି ବିଜେପିର୍‌ ଉପନେତା ହିସାବେ ନିର୍ବାଚିତ୍‌ ହେଇଛନ୍‌ । ଆର୍‌ ସେ ଦୁହିଜନ୍କଁର‌ ଭିତରୁ ଜନେ ବିଜେପିର ଉପ ମୁଖ୍ୟମନ୍ତ୍ରୀ ହେବେ ।

Leave A Reply

Your email address will not be published.