Browsing Tag

Rishabh Pant

ଭାରତର୍ ଅର୍ଥନୀତିକେ ରିସଭ୍ ପନ୍ଥ ଆର୍ ପୂଜାରା ଭରସା !

ଜାନୁୟାରୀ ୨୯ ତାରିଖ୍‌ ଆସିଥିଲା ଦେଶର୍ ଇକୋନୋମିକ୍ ସର୍ଭେ ୨୦୨୦-୨୧ । ଭାରତ ସରକାରକଁର୍ ମୁଖିଆ ଅର୍ଥନୈତିକ୍ ପରାମର୍ଶଦାତା(ଚିଫ୍ ଇକୋନୋମିକ୍ ଆଡ୍‌ଭାଇଜର୍‌) ଶ୍ରୀ କୃଷ୍ଣମୂର୍ତୀ ସୁବ୍ରମଣ୍ୟମ୍ ଇ ସର୍ଭେଟା ଦେଶ ସାମନେ ରଖିକରି ଭାରତ ଗୁଟେ ଅର୍ଥନୀତି ହିସାବେ ଇହାଦେ କେନ୍ତା ଚାଲିଛେ,…

କ୍ରିକେଟ୍ ଇତିହାସ୍‌ରେ ଶିଳାଲେଖ୍‌: ୨-୧ରେ ବର୍ଡର୍‌-ଗାଭାସ୍କର୍ ସିରିଜ୍ ଜିତ୍‌ଲା ଭାରତ

କିଛିଟା ଘଟ୍‌ନା କେ ଖବର୍ କୁହାଯାଏସି ତ ଆର୍ କେତେଟା କେ ଐତିହାସିକ୍ ମୁହୂର୍ତ୍ତ । ଯେତକି ବେଲକେ ମୁନୁଷ୍ ସମାଜ୍ ପଛକେ ଉଲଟି କରି ଦେଖସି ସେତେବେଲେ ସେଇ ଜିନିଷ୍ ମାନେ ହିଁ ତାହାକେ ଇତିହାସ୍ ବାବଦରେ ବତାସି ଆର୍ ଭବିଷ୍ୟତ୍ ଲାଗି ରାହା ଦେଖାସି । ବାକି ଆଏଜ୍ ଭାରତର କ୍ରିକେଟ୍ ଦଲ୍…