ଓଡିଶାର ଝି ହେଲେ ପହେଲା ମହିଲା ସିଡିଏସ୍‌ ଟପ୍ପର୍‌

ଢେଙ୍କାନାଲ୍‌ର ଟୁକେଲ୍‌ ଆଦିତି ପରିଡା

0

ସଂଯୁକ୍ତ ପ୍ରତିରକ୍ଷା ସେବା (ସିଡିଏସ) ପରିକ୍ଷାନେ ଟପ୍ପ୍‌ର ହେଇଛନ୍‌ ଆଦିତି ପରିଡା । ସେ ଓଡିଶାର୍‌ ପହେଲା ମହିଲା ଯିଏକି ସିଡିଏସ୍‌ ପରୀକ୍ଷାନେ ସାରା ଭାରତ୍‌ନେ ଟପ୍‌ କରିଛନ୍‌ । ତାଙ୍କର୍‌ ଘର୍‌ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍‌ର ନାଧରାନେ । ତାଙ୍କର ବାପା ଭାରତୀୟ ସେନା ବାହିନୀର୍‌ ଜନେ ବ୍ରିଗେଡିୟର ଥିବାର୍‌ ବେଲ୍‌କେ ସେ ଛୁଆ ଦିନୁ ସେନା ବାହିନୀର କାଏଦା୍‌ କାନୁନ୍‌ ଥି ବଢି ଆସିଛନ୍‌ । ସେ ସାମ୍ବାଦିକ୍‌ତାଥି ଡି୍‌ଗ୍ରୀ ହାସଲ କରିଥିବାର ସାଙ୍ଗେ କଲେଜ୍‌ର ଟପ୍ପର୍‌ ଭିଲ୍‌ ଥିଲେ । ତାଙ୍କର ବାପାଙ୍କର ଲେଖେ ଭାରତୀୟ ସେନାନେ କାମ କରବାର ଇଛାକେ ସେ ପୁରଣ କରିଛନ୍‌ । ସେ ପହେଲା ୟୁନିୟନ୍‌ ପବ୍ଲିକ୍‌ ସର୍ଭିସ୍‌ କମିଶନ୍‌ ତରଫନୁ ହେଇଥିବାର କମ୍ବାଇନ୍‌ଡ ଡିଫେନ୍ସ୍‌ ସର୍ଭିସେସ୍‌ (ସିଡିଏସ୍‌) ୨୦୧୯ ଲାଗି ପଢା ଆରମ୍ଭ କରିଥିଲେ । ସର୍ବଭାରତୀୟ ଅଫିସର୍ସ ଟ୍ରେନିଂ ଏକାଡେମୀନେ ମୋଟ୍‌ ୨୪୧ ଜନ୍‌ ପରିକ୍ଷା ଦେଇଥିଲେ ସେ ଭିତରୁ ୧୭୪ ଜନ୍‌ ପିଲା ଆର୍‌ ୬୭ ଜନ୍‌ ଟୁକେଲ୍‌ ଥିଲେ । ସେମାଙ୍କର ଭିତରୁ ଆଦିତି ସିଡିଏସ୍‌-୨ ପରିକ୍ଷାନେ ଦେଶର ଟପ୍ପର ହେବାର ସାଙ୍ଗେ ଓଡିଶାର ନାଁ ରଖିଛନ୍‌ । ଆଗକେ ସେ ଦେଶ୍‌ର ସେବା କରିକିନା ଦେଶ ଲାଗି ଗୌରବ ଆନବେ ବୋଲି କହିଛନ୍‌ ।

Leave A Reply

Your email address will not be published.