ଏଲଏସିନେ ଭାରତ-ଚୀନ୍ ସେନା ହଟ୍‌ଲେ ପଛକେ

ଲଦାଖ ପ୍ୟାଙ୍ଗଙ୍ଗ ହ୍ରଦ୍‌ର ଉତ୍ତର ଆରୁ ଦକ୍ଷିଣ ଭାଗନୁ ଭାରତ-ଚୀନ୍ ସେନା ହଟ୍‌ଲେ ପଛକେ

0

ଭାରତ-ଚୀନ୍ ସୀମାନେ ଗଲା କିଛି ଦିନ୍ ହେଲା ଲାଗିରହିଥିବାର ଝମେଲିଆ ସ୍ଥିତି ଉପରେ ସୁଧାର ଆସିଛେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଏଜ୍ ସଂସଦନେ ଲଦାଖ ପ୍ୟାଙ୍ଗଙ୍ଗ ହ୍ରଦ୍‌ର ଉତ୍ତର ଆରୁ ଦକ୍ଷିଣ ଭାଗନୁ ସେନା ପଛକେ ହଟବାର ନେଇକରି ଭାରତ ଚୀନ୍ ଭିତରେ ସହମତି ହେଇଥିବାର କହିଛନ୍ । ଇତାର ଆଘୋନୁ ବୁଧୁବାର ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଥିଲା ଯେ ଚୀନ୍‌-ଭାରତ ସେନା ପଛକେ ହଟିଛନ୍ । ଇହାଦେ ଦୁହି ଦେଶର ସେନା ଆରୁ ଟ୍ୟାଙ୍କରମାନକୁ ଭିଲ୍ ପଛକେ ହଟାଯାଉଥିବାର ଗୁଟେ ଭିଡିଓ ଜାରି ହେଇଛେ । ଚୀନ୍ ସେନା ଫିଙ୍ଗର-୮ନେ ରହେବା ଆରୁ ଭାରତୀୟ ସେନା ଫିଙ୍ଗର-୩ନେ ରହେବେ । ଗଲା ୯ ମାସ୍ ଧରିକରି ଭାରତ ଆରୁ ଚୀନ୍ ଭିତରେ ଝମେଲିଆ ସ୍ଥିତି ଲାଗିରହିଥିଲା । ୨୦୨୦ନୁ ଲଗାତାର ଭାବେ ସୈନ୍ୟ ଆରୁ କୂଟନୈତିକ ସସ୍ତରନେ ଦୁହି ପକ୍ଷ ବାରମ୍ବାର ଆଲୋଚନା କରିଥିଲେ । ଇଥିର ଲାଗି ଦୁହି ଦେଶର ବରିଷ୍ଠ କମାଣ୍ଡର ସ୍ତରନେ ୯ଥର୍ ବୈଠକ୍ ବସିଥିଲା ।

Leave A Reply

Your email address will not be published.