Browsing Tag

sambalpur thana

ଜିପ୍‌ ଧକ୍କାନେ ୮ବଛରର ଛୁଆର ଗଲା ଜୀବନ୍‌

ସମ୍ବଲପୁର ସହରନେ ୮ ବଛରର ଗୁଟେ ଛୁଆ ଦୁର୍ଘଟଣାନେ ମରିଯାଇଥିବାର ବେଲକେ ଆଶର ପାଶର ଜାଗାନେ ଝମେଲିଆ ସ୍ଥିତି ବନିଛେ । ସମ୍ବଲପୁର ଲକ୍ଷ୍ମୀ ଟକିଜ୍‌ ଛକ୍‌ ପାଶେ ଦୁର୍ଘଟଣା ଘଟିଥିବାର ବେଲକେ ଇଥରେ ସାହିଲ କୁମାର ନାଁର ଗୁଟେ ୮ ବଛର ନାବାଲକର ଜୀବନ୍‌ ଯାଇଛେ । ସେ ନିଜର କକାକଁର ସାଙ୍ଗେ ଠିଆ…

ନକଲି ନୋଟ୍‌ କାରବାର କରୁଥିବାର ଗେଙ୍ଗ୍‌ ଗିରଫ୍‌

ଝାରସୁଗୁଡ଼ାନେ ନକଲି ନୋଟ୍‌ କାରବାରନେ ଥିବାର ଗୁଟେ ଗେଙ୍ଗ୍‌କେ ଧରିଛେ ପୁଲିସ୍‌ । ଝାରସୁଗୁଡ଼ା ବନହରପାଲି ପୁଲିସ ଇ ଗେଙ୍ଗ୍‌କେ ଧରବାରନେ ସଫଲ ହେଇଛେ । ବନ୍ଧବାହାଲଠାନେ କିଛି ଜନ୍‌ ନକଲି ନୋଟ୍‌ ବେଭହାରକାରୀକଁର ଖବର ପାଏଲା ବାଦ୍‌ ଇ ଘଟନାନେ ୩ ଜନ୍‌କୁଁ ଗିରଫ୍‌ କରାଯାଇଛେ । ଗିରଫ୍‌…