Browsing Tag

samlei temple open

ମାଁ’ର୍ ଦର୍ଶନ୍ ଲାଗି ଲାଗ୍‌ଲା ଭକତ୍ ମାନକଁର୍ ଭିଡ୍

ଜାନୁଆରୀ ୩ ତାରିଖ୍ ନୁ ସମଲେଇ ମନ୍ଦିର୍ ଖୁଲିଥିବାର୍ ବେଲ୍‌କେ ମନ୍ଦିର୍ ନେ ଭକତକଁର୍ ଭିଡ ଜମୁଛେ । କରୋନା ମହାମାରୀ ଲାଗି ସମଲେଇ ମନ୍ଦିର୍ ୯ ମାସ୍‌ଟେ ବନ୍ଦ ରହିଥିଲା ସେ ନେଇକରି ମା କଁର୍ ଦର୍ଶନ ବନ୍ଦ କରାଯାଇଥିବାର୍ ନୁ ଇହାଦେ ମନ୍ଦିର୍ ଖୁଲିଥିବାର୍‌୍ ବେଲ୍‌କେ ଭକତ୍‌କଁର୍ ଗହଲି…

ସମଲେଇ ମାଁର୍ ଦର୍ଶନ୍ କଲେ ୧୦,୦୦୦ ଭକତ୍‌

ଖୁଲଲା ସମ୍ବଲପୁରର ମାଁ ସମଲେଇକଁର ମନ୍ଦିର । ଗଲା ୯ ମାସ୍ ତକ୍ ଭକତକଁର ଲାଗି ବାରଣ ଥିଲା ମାଁକଁର ମନ୍ଦିର । କରୋନା କାଲ୍ ଲାଗି ଯେନ୍‌ଠାନେ ସବୁକିଛି ବନ୍ଦ ରହିଥିଲା ସେଠାନେ ଭିନ୍ ଭିନ୍ ଧର୍ମାନୁଷ୍ଠାନ୍ ମାନେ ଭିଲ୍ ବନ୍ଦ ରହିଥିଲା । ଇହାଦେ ଧୀରେ ଧୀରେ ସ୍ଥିତି ସୁଧୁରିବାରନେ ଲାଗିଥିବାର…