Browsing Tag

test series 20121

ଅହମଦାବାଦ୍‌ନେ ତିନ୍ ନମ୍ବର୍ ଟେଷ୍ଟ ମ୍ୟାଚ୍ ଲାଗି ସଜ୍‌ବାଜ୍‌

ଭାରତ ଆର୍ ଇଂଲଣ୍ଡ ଭିତରେ ଚାଲିଥିବାର୍ ଟେଷ୍ଟ ସିରିଜ୍ ଇହାଦେ ଏକ୍‌ଦମ୍ ଜୋର୍‌ଦାରିଆ ଲଢେଇର୍ ଗୁଟେ ସିରିଜ୍ ହେଇସାରିଛେ । ଇହାଦେ ଦୁହି ଦଲ୍ ଗୁଟେ ଗୁଟେ ମ୍ୟାଚ୍ ଜିତବାର୍ ପରେ ସିରିଜ୍ ୧-୧ନେ ଅଛେ ଆର୍ ହେଥିର୍ ଲାଗି ଆଏବାର୍ ଟେଷ୍ଟ୍‌ନେ ଜୋର୍‌ଦାର ଫାଇଟ୍ ହେବା ବଲି ସଭେ ଆଶ୍ ରଖିଛନ୍ ।…

ଭାରତ-ଇଂଲଣ୍ଡ ଦୁଇ ନମ୍ବର୍ ଟେଷ୍ଟ୍‌, ପହେଲା ଦିନ ଭାରତ ୩୦୦/୬ ; ରୋହିତ୍ ଶର୍ମା ୧୬୧

ଭାରତ ଆର୍ ଇଂଲଣ୍ଡ ଭିତରେ ଚାଲିଥିବାର୍ ଟେଷ୍ଟ ସିରିଜ୍‌ର ଦୁଇ ନମ୍ବର୍ ମ୍ୟାଚ୍ ଚେନ୍ନେଇର ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ନେ ମୂଲ୍ ହେଇଯାଇଛେ । ପହଲା ଦିନର୍ ଖେଲ୍ ସର୍‌ବାର୍‌ତକ୍ ଭାରତର୍ ୬ ଜନ୍ ବ୍ୟଟ୍ସମ୍ୟାନ୍ ଆଉଟ୍ ହେଇକରି ୩୦୦ ରନ୍ ହେଇସାରିଛେ । ଇହାଦେ ଭାରତ ଆଡୁ ରିଷଭ୍ ପନ୍ଥ ୩୩…