Browsing Tag

TRAFFIC RULES

ନିୟମ ନାଇଁ ମାନଲେ ମିଲବା ‘ଲଭ୍ ଲେଟର’

ଟ୍ରାଫିକ୍ ନିୟମ୍ ନାଇଁ ମାନୁଥିବାର ଲୋକମାନକୁଁ ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ କଡା ତାଗିଦ୍ । ନିୟମ୍ ନାଇଁ ମାନଲେ ଘରକେ ପଠାଯିବା ଚାଲାଣ । ସେ କହିଛନ୍ ଯେ, ଯେନମାନେ ଭାବୁଛନ୍ କି ରାସ୍ତାନେ ଟ୍ରାଫିକ୍ ନିୟମ୍ ଭାଙ୍ଗଲେ କେହି ନାଇଁ ଦେଖବାର ବଲି ସେମାନେ ଭୁଲ୍ ଭାବୁଛନ୍ । ସେମାନକଁର ଉପରେ…

ହେଲମେଟ୍ ନାଇଁ ପିନ୍ଧଲେ ବଢବା ଅସବିଧା

ଇହାଦେ ରାଜ୍ୟ ପରିବହନ୍ ବିଭାଗ ଆଡୁ ଗାଡି ମଟର ନିୟମ ଉପରେ ଜୋରଦାର ଚେକିଂ କରାଯାଉଛେ । ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନେ ଆଂଚଳିକ୍ ପରିବହନ୍ ବିଭାଗ ଆରୁ ପୁଲିସ ଅଧିକାରୀ ମାନେ ଚଢଉ ଚଲେଇଛନ୍ । ସବୁର୍ଣ୍ଣପୁରନେ ଭିଲ୍ ଜୋରଦାର୍ ଚାଲିଛେ ଗାଡିମଟର ଯାଂଚ । ଆଂଚଳିକ୍ ପରିବହନ୍ ବିଭାଗ ଆର ପୁଲିସ୍…