ଆରୁ ନାଇଁନ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ୍ ରାଜୁ ମିଶ୍ର

୭୨ ବରଷ୍‌ନେ ଫିଲ୍ମ ନିର୍ଦ୍ଦେଶକ୍ ରାଜୁ ମିଶ୍ରକଁର ଗଲା ଜୀବନ୍‌

0

ଆରୁ ନାଇଁନ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ୍ ରାଜୁ ମିଶ୍ର । ହାର୍ଟ ଆଟାକ୍‌ଥି ତାକଁର ଜୀବନ୍ ଯାଇଛେ । ମଲା ବେଲକେ ରାଜୁ ମିଶ୍ରକୁଁ ୭୨ ବରଷ୍‌ ହେଉଥିଲା । ଜଟଣୀନେ ଥିବାର ତାକଁର ଘରେ ସବୁ ଦିନର ଲାଗି ସେ ଆଏଁଖ୍‌ ମୁଜିଛନ୍ । ବହୁତ୍‌ଟେ ଓଡ଼ିଆ ଫିଲ୍ମନେ କାମ କରିକିନା ଓଡ଼ିଆ ଫିଲ୍ମୀ ଦୁନିଆଁନେ ନାଁ କରିପାରିଥିଲେ ସେ । ସେ ଝନେ ଫିଲ୍ମ ନିର୍ଦ୍ଦେଶକ ସାଙ୍ଗେ ସିନେମାଟୋଗ୍ରାଫର ଭିଲ୍ ଥିଲେ । ସଙ୍ଗୀତ୍ ଦୁନିଆଁନେ ଭିଲ୍‌ ବନେ ନାଁ କମେଇଥିଲେ ରାଜୁ ମିଶ୍ର । ‘ଜୋର ଯାର ମୁଲକ ତାର’ ଥିଲା ତାକଁର ନିର୍ଦ୍ଦେଶିତ୍ ପହେଲା ଫିଲ୍ମ।

ସେନ୍ତା ‘ଉଲ୍‌କା’ ଫିଲୀମ୍‌ନେ ସେ ପହେଲା ସଙ୍ଗୀତ୍ ନିର୍ଦ୍ଦେଶନା ଦେଇଥିଲେ । ଜୀବନ ମୃତ୍ୟୁ, ହରିଭାଇ ହାରେନା, ସତମିଛ ସାଗର ଗଙ୍ଗା ରୁପା ଗାଁର ସୁନା କନିଆ ଲେଖେଁ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ । ସେ ଫିଲ୍ମ‌ନେ ଅଭିନୟ ଭିଲ୍ କରିଛନ୍ । ତାକଁର ଅଭିନୀତ୍ ପହେଲା ଫିଲ୍ମ ହେଲା ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ’ । ୨୦୨୦ନେ କେଳୁଚରଣ ମହାପାତ୍ର ସମ୍ମାନନେ ସନାମନା କରାଯାଇଥିଲା ତାକୁଁ । ତାକଁର ବିନେ ଓଡ଼ିଆ ଫିଲ୍ମ ଦୁନିଆଁନେ ଦୁଖ୍‌ର ମାହୋଲ ଦେଖବାକେ ମିଲିଛେ ।

Leave A Reply

Your email address will not be published.