Browsing Tag

TUKEL POWER

‘ଆମର ଝି’

ଗଲା କିଛି ଦିନ୍ ହେଲା ଟୁକେଲ୍ ପାୱାରକେ ନେଇକରି ଜୋରଦାର ଚର୍ଚ୍ଚା ହେଉଛେ । ଭିନ୍ ଭିନ୍ କ୍ଷେତ୍ରନେ ଟୁକେଲକଁର କୀର୍ତ୍ତି ଦେଖୁଛନ୍ ଦୁନିଆଁର ସବୁ ଲୋକ୍ । କେନ୍‌ଠାନେ ମହିଲାମାନେ ମିଶିକରି ଏକଲା ଆକାଶ ଉପରେ ସବୁନୁ ଲମ୍ବା ରାସ୍ତାର ଯାତ୍ରା କରୁଛନ୍ ଫେର୍ କେନ୍‌ଠାନେ ଦିନେକର ଲାଗି ଟୁକେଲ…

ଦିଲ୍ଲୀ ପରେଡନେ ଫାଇଟର ପ୍ଲେନ୍ ଉଡାବେ ମହିଲା ପାଇଲଟ୍‌

ସଖାଲ ପାଏଲେ ଦେଶ ମାନବା ସାଧାରଣତନ୍ତ୍ର ଦିବସ୍ । ଦିଲ୍ଲୀ ରାଜପଥନେ ମହାମହୀମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଆରୁ ଦୁଶରା ରାଷ୍ଟ୍ରଦୂତ ସାମିଲ ହେବେ । ଇ ବଛର ଭିଲ୍ ଭାରତୀୟ ବାୟୂ ସେନା ଆଡୁ ଫାଇଟର ପ୍ଲେନ୍ ଆକାଶନେ ଶକ୍ତି ପ୍ରଦର୍ଶନ୍ କରବେ । ତ ପହେଲା ଥର ଲାଗି ସାଧାରଣତନ୍ତ୍ର ଦିବସନେ ଜନେ…