Browsing Tag

weather update

୪ ଜିଲ୍ଲାକେ ରେଡ ୱାର୍ଣ୍ଣିଂ

ବଙ୍ଗୋପସାଗରନେ ଉଠିଥିବାର ଲଘୁଚାପ ଡିପ୍ରେସନନେ ପରିଣତ ହେଇସାରିଛେ । ଆର ଇହାଦେ ପାରାଦୀପନୁ ୧୫୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗକେ ୧୮୦ କିଲୋମିଟର ଆର ପଶ୍ଚିମବଙ୍ଗର ସାଗର ଆଇସଲ୍ୟାଣ୍ଡଠାନୁ ୩୫୦ କିଲୋମିଟର, ବାଙ୍ଗାଲାଦେଶ ଖେପୁଆପାରାଠାନୁ ୪୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗକେ…

ଓଡ଼ିଶା ଉପରେ ନାଇଁନ ବର୍ଷା ଅସର: ଏସଆରସି

ଲଗାତାର ବର୍ଷା ଅସରନେ ରାଏଜର ଭିନ୍ ଭିନ୍ ଜାଗା ପ୍ରଭାବିତ ହେଇଛେ । ଗଜପତି ଆର ଗଂଜାମ ଜିଲ୍ଳାନେ ବର୍ଷା ଲାଗି ଖୋବଟେ କ୍ଷତି ହେଇଛେ । ଗଂଜାମର ୩ଟା ବ୍ଲକନେ ୩ଶହ ମିଲିମିଟରନୁ ଜହ ଥିବାର ରେକର୍ଡ ହେଇଛେ । ୧୬ଟା ଜିଲ୍ଲାନେ ଶହେ ମିଲିମିଟରନୁ ଜହ ବର୍ଷା ହେଇଛେ । ଜହ ବର୍ଷା ହେଇଥିଲେ ଭିଲ ଡରର…