Browsing Tag

world record

ରୟାଲ ପ୍ୟାଲେସନେ ଜବ୍ ଅଫର

କରୋନା ମହାମାରି ସମିୟାନେ ସବୁଆଡେ ଚାକରି ସମସ୍ୟା ଦେଖାଦେଇଛେ । ଖୋବଟେ ଲୋକ ନିଜର ରୁଜଗାର ହରେଇଛନ୍‌, ଏନ୍ତାକି କିଏ କିଏ ଖାଏବାର ଲାଗି ଭିଲ ନାଇଁ ପାଏବାର । କରୋନା ଆର ଲକଡାଉନ୍ ଛଡେଇନେଇଛେ ବୃତ୍ତି । ଏନ୍ତା ସମିୟାଥି ରୁଜଗାର ହରେଇଥିବାର ଲୋକଙ୍କର ଲାଗି ଗୁଟେ ମସ୍ତ ଅଫର ଆସିଛେ ।…

ୱାର୍ଲ୍ଡ ରେକର୍ଡ କଲେ ହୀରା କାରିଗର

ହାଇଦ୍ରାବାଦ ନେ ଥିବାର ଚନ୍ଦୁ ଭାଇ ହୀରା ଦୁକାନର କୋଟି ସ୍ରିକାନ୍ତ ନାଁର ଝନେ ହୀରା କାରିଗର ୱାର୍ଲ୍ଡ ରେକର୍ଡ କରିଛନ୍ । ୭୮୦୧ଟା ହୀରା ଖଂଜା ହେଇଥିବାର ଗୁଟେ ମୁଦି ତିଆର କରି ଗିନିଜ୍ ବୁକ୍ ଥି ନାଁ କରିଛନ୍ । ମୁଦି କେ ସେ ‘ଦ ଡିଭାଇନ ୭୮୦୧ ବ୍ରହ୍ମ ବଜ୍ର କମଲମ୍ ’ ନାଁଥି ନାମକରଣ କରିଛନ୍…