ଖେଲୋ ଇଣ୍ଡିଆ ଜୋନାଲ୍ କମିଟିନେ ବଲାଙ୍ଗିର୍‌ର ସୁମିତ ପୁରୋହିତ

0

ବଲାଙ୍ଗିର୍ ଜିଲ୍ଲାର୍ ସୁମିତ ରଞ୍ଜନ ପୁରୋହିତ କେନ୍ଦ୍ର ସରକାର୍‌କଁର୍ କ୍ରୀଡା ଆର୍ ଯୁବ ମନ୍ତ୍ରାଳୟ ଅଧିନ୍‌ନେ ରହିଥିବାର୍ ଖେଲୋ ଇଣ୍ଡିଆର୍ ଜୋନାଲ୍ ଟେଲେଣ୍ଟ୍ ଆଇଡେଣ୍ଟିଫିକେସନ୍ କମିଟି ନୁ ବଛା ଯାଇଛନ୍ । ଖେଲୋ ଇଣ୍ଡିଆର୍ ଇଷ୍ଟ୍‌ଜୋନ୍ ର ସଭ୍ୟ ହିସାବେ ତାହାକୁଁ ମନୋନିତ୍ କରାଯାଇଛେ । ସେ ଆଗରୁ ବଲାଙ୍ଗିର୍ ର ସ୍ୱିମିଂ , ଫେନ୍ସିଂ, ବୋଲିଂ , ଟେବୁଲ୍ ଟେନିସ୍ ଲେଖେ ଖେଲ୍ ମାନକଁର୍ ବିକାଶ୍ ଲାଗି ଚେଷ୍ଟା କରିଆସିଛନ୍ ।

ସେ ବଲାଙ୍ଗିର୍ ଜିଲ୍ଲା ର୍ ବହୁତ୍‌ଟେ ଖେଲାଲୀ ମାନକୁଁ ଟ୍ରେନିଂ ଦେବାର୍ ସାଙ୍ଗେ ସେମାନକୁଁ ରାଏଜ୍ ଆର୍ ରାଏଜ୍ ବାହାରେ ଖେଲ୍ ଖେଲେଇକରି ନାଁ କମେଇଛନ୍ । ସେ ଫେନ୍ସିଂ ଖେଲ୍ ଲାଗି ବି ବଲାଙ୍ଗିର୍ ର ଯୁବପୀଢି ମାନକଁର୍ ଆଗ୍ରହ ବଢାବାର୍ ଥି ସଫଲ୍ ହେଇଛନ୍ ।

Leave A Reply

Your email address will not be published.