ଗାଧଲାବେଲେ ଭାସିଗଲେ ୬ ନାବାଲକ

ରାଉରକେଲା କୋଏଲ ନଦୀନେ ଭାସିଗଲେ ୬ ନାବାଲକ, ୩ ଜନକଁର ଜୀବନ୍ ଯାଇଥିବାର ସୂଚନା

0

କୋଏଲ ନଦୀ ବୈକୁଣ୍ଠ ଘାଟନେ ଘଟିଛେ ଅଘଟନ୍ । ଗାଧୁଥିବାର ବେଲକେ ୬ ଜନ୍ ନାବାଲକ୍ ବୁଡି ଯାଇଛନ୍ । ସେମାନକଁର ଭିତରୁ ୩ ଜନ୍ ନାବାଲକ୍‌କଁର ପାଏନ୍‌ନେ ବୁଡିକରି ଜୀବନ୍ ଯାଇଥିବାର ବେଲକେ ବାକି ୩ ଜନ୍‌କୁଁ ଉଦ୍ଧାର କରାଯାଇଛେ । ଉଦ୍ଧାର ପିଲା ମାନକୁଁ ରାଉରକେଲା ସରକାରୀ ହସ୍ପିଟାଲନେ ଭର୍ତ୍ତି କରାଯାଇଛେ । ସମସ୍ତକଁର ବୟସ୍ ୧୨ରୁ ୧୫ ବରଷ୍ ହେଇଥିବାର ଜନାପଡିଛେ । ଏନ୍ତା ଘଟନା ନେଇକରି ରାଉରକେଲା ଝିରପାଣି ପୁଲିସ ଆଡୁ ସୂଚନା ମିଲିଛେ ।

Leave A Reply

Your email address will not be published.