ପ୍ରଦୁଷଣ୍‌ ଭିତ୍‌ରେ ଝାରସୁଗୁଡା ଜିଲ୍ଲା

0

ଝାରସୁଗୁଡା ଜିଲ୍ଲା ନେ ବହୁତ୍‌ ବହୁତ୍‌ କାରଖାନା ମାନେ ତିଆରି କରାଯାଉଥିବାର୍‌ ନୁ ସେନର୍‌ ପରିବେଷ ଉପରେ ଇହାଦେ କାହାରିର୍‌ ଆଖି ନାଇ ଯିବାର୍‌ । ଶିଲ୍ପ ନା ଥି ଜଙ୍ଗଲ୍‌ କେ କାଟି ଦିଆଯାଉଛେ । ସବୁନୁ କମ୍‌ ଜଙ୍ଗଲ୍‌ ରହିଥିବାର୍‌ ଜିଲ୍ଲା ହିସାବେ ଝାରସୁଗୁଡା ଜିଲ୍ଲା ର ନା ଆସୁଛେ । ଶିଲ୍ପ କାରଖାନା ମାନେ ରହିଥିବାର୍‌ ନୁ ନୂଆ ଜଙ୍ଗଲ ଭିଲ୍‌ ତିଆରି କରାଯାଇ ନାଇପାରବାର୍‌ । ଯେନଥିର୍‌ ଲାଗି ଶିଲ୍ପ ସମୃଦ୍ଧି ନା ଥି ସେନର୍‌ ପ୍ରାକୃତିକ ସମ୍ପଦ୍‌ ମାନକଁର୍‌ ଉପରେ ଅତ୍ୟାଚାର୍‌ ହେଉଛେ କହେଲେ କିଛି ଭୁଲ୍‌ ନାଇ ହୁଏ । ସେଥିର୍‌ ଲାଗି ବଲିକରି ଝାରସୁଗୁଡା ଜିଲ୍ଲା ଦେଇକରି ଯାଇଥିବାର୍‌ ନଦୀ ମାନକଁର୍‌ ବି ଅବସ୍ତା ଆର୍‌ ଠିକ୍‌ ନାଇନ । ନଦୀ ମାନେ ବି ବହୁତ୍‌ ପ୍ରଦୂଷଣ ର୍‌ ଶିକାର୍‌ ହେଉଛନ୍‌ । ସେନ୍ତା ଝାରସୁଗୁଡା ନୁ ଛତିସ୍‌ଗଡ ସୀମା କେ ଲାଗି ଥିବାର୍‌ ମହାନଦୀ ଉପରେ ବହୁତ୍‌ଟେ ବ୍ୟାରେଜ୍‌ ତିଆରି କେ ନେଇକରି ପାଏନ୍‌ କେ ଅଟକେଇଥିବାର୍‌ ନୁ ପହେଲା ନୁ ବହୁତ୍‌ ରାଜନୀତି ଚାଲିଛେ ।

ଗଲା ବଛର୍‌ ମହାନଦୀ ଦେଇକରି ବର୍ଷା ପାଏନ୍‌ ସବୁ ବହି ଆସିଥିଲା । ବର୍ଷା ଦିନ୍‌ ମାନକେ ପାଏନର୍‌ ସମସ୍ୟା ନି ରହୁଥିବାର୍‌ ବେଲେ ଖରା ଦିନେ ପାଏନ ସମସ୍ୟା ବହୁତ୍‌ ଦେଖା ଜାଇଥିସି । ହୀରାକୁଦ୍‌ନେ ପାଏନ ଷ୍ଟୋର୍‌ ହେଇକରି ଥିବାର୍‌ନୁ ତାକେ ନେଇକରି ମନ୍‌ଇଛା କାରଖାନା ମାନେ ତିଆରି କରାଯାଉଛେ । ଛତିସଗଡ ସରକାର୍‌ ମନ୍‌ଇଛା ନଦୀ ମାନକଁର ଉପରେ ବ୍ୟାରେଜ୍‌ ବନଉଥିବାର୍‌ନୁ ସେ ନଦୀ ମାନକଁର୍‌ ଉପ୍‌ରେ ଅତ୍ୟାଚାର୍‌ ବଢବାର୍‌ କେ ଲାଗିଛେ । ସେନ୍ତା ଝାରସୁଗୁଡା ର୍‌ ଇବ୍‌ ନଦୀ ଉପରେ ବି ବିର୍ଲା ଗ୍ରୁପ୍‌ ଓରିଏଣ୍ଟ୍‌ ଥାପନା କରଲା ଉତାରୁ ସେନ୍ତା ଭିନ୍‌ ଭିନ୍‌ କାର୍‌ଖାନା ରହିଥିବର୍‌ ନୁ ନଦୀ ନେ ପ୍ରଦୂଷଣ୍‌ ବଢବାର୍‌ କେ ଲାଗିଛେ । ସେନ୍ତା ଲିଲାରି ନଲିଆ, ଅହିରା ନଲିଆ , ଷହଙ୍ଗୁର୍‌ ଜୋର୍‌ ଲେଖେ ନାଲିଆ ମାନକଁର୍‌ ଭିଲ୍‌ ଠିକ୍‌ ହିସାବେ ଦେଖାଚାହାଁ ନାଇ ହେଉଥିବାର୍‌ ନୁ ସବୁ ଖରାପ୍‌ ହେଇ ବସିଛେ । ସେଥିର୍‌ ଲାଗି ସବୁ ଠିକ୍‌ ହିସାବେ ସଫା ସୁତରା କର୍‌ଲେ ଆର୍‌ ଅସୁବିଧା ନାଇହୁଏ ବଲି ସେ ଅଂଚଲ୍‌ ର ଲୁକେ କହୁଛନ୍‌ ।

Leave A Reply

Your email address will not be published.