ରାଉରକେଲା ଏରୋଡ୍ରମ୍‌ନେ ଏଏଆଇ ଟିମ୍

ରାଉରକେଲାନୁ ଉଡବା ବିମାନ, ଘରୋଇ କମ୍ପାନୀ ଅଧିକାରୀକଁର ସାଙ୍ଗେ ଇନେଇକରି ଆଲୋଚନା କରିଛନ୍‌

0

ରାଉରକେଲା ବିମାନବନ୍ଦରନୁ ଉଡବା ଘରୋଇ ବିମାନ୍ । କେତେଦିନୁ ଇଠାନେ ବିମାନ୍ ଉଡବା ନେଇକରି କାମ୍ ଚାଲିଥିଲେ ଭିଲ୍ କାର୍ଯ୍ୟକାରୀ ହେଇନାଇଁ ପାରିଥାଇ । ଆଏଜ୍ ଏୟାର ଅଥରିଟି ଅଫ୍ ଇଣ୍ଡିଅରାର ଦୁଇ ଜନିଆ ଟିମ୍ ଆସିକରି ଘରୋଇ କମ୍ପାନୀ ଅଧିକାରୀ ମାନକଁର ସାଙ୍ଗେ ଆଲୋଚନା ଇନେଇକରି କରିଛନ୍ । ଇ ସମିଆଁନେ ସବୁ ଅଧିକାରୀ ବିମାନ ବନ୍ଦର ବୁଲିକରି ଦେଖିଛନ୍ । ବିମାନ ବନ୍ଦର ଆନୁସଙ୍ଗିକ ବେବସ୍ଥା ସାଙ୍ଗେ ଦୁଶରା ସୁବିଧା ଅସବିଧା ବୁଝିଥିଲେ । ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ଆରଏମସି କମିଶନର ଦିବ୍ୟଜ୍ୟୋତି ପରିଡା, ସୁନ୍ଦରଗଡ଼ ସାସଂଦ ଜୁଏଲ ଓରାମ୍ ଆର ଦୁଶରା ଅଧିକାରୀ ଉପସ୍ଥିତ ରହିଥିଲେ । ୭୦ଟା ସିଟ୍ ଥିବାର ବିମାନ୍ ସେବା ଯୁଗାଯିବାର ନେଇକରି ଆଲୋଚନା ହେଇଛେ ।

Leave A Reply

Your email address will not be published.