ସମ୍ବଲପୁରର ମାରୱାଡି ଯୁବାମଂଚ ବାଣ୍ଟୁଛନ୍ ଅକ୍ସିଜେନ୍

0

ଦେଶନେ ଇହାଦେ ଅମ୍ଳଜାନ୍ ଅଭାବନୁ ଲୋକମାନକଁର ଜୀବନ୍ ପଲଉଛେ । ଅକ୍ସିଜେନ୍ ଅଭାବ ସମସ୍ୟା ଦୂର୍ କରବାର ଲାଗି ସରକାର ଲାଗିଥିବାର ବେଲକେ ବହୁତ୍‌ଟେ ସ୍ୱେଚ୍ଛାସେବୀ ସଂଗଠନ୍ ଭିଲ୍ ସହଯୋଗ କରୁଛନ୍ । ସମ୍ବଲପୁର ଅଖିଲ ଭାରତୀୟ ମାରୱାଡି ଯୁବାମଂଚ ଆଡୁ ଭିଲ୍ ଏନ୍ତା ସହଯୋଗର ହାତ୍ ବଢଉଥିବାର ଦେଖବାର ଲାଗି ମିଲିଛେ । ଇ ସଂଗଠନ୍ ଆଡୁ ଲୋକ୍ ମାନକୁଁ ମାହାଲିଆଥି ଅକ୍ସିଜେନ୍ ସିଲିଣ୍ଡର ଯୁଗେଇଦେବାର ଲାଗି ବେବସ୍ଥା କରାଯାଇଛେ । ୨୧୧ଟା ଅକ୍ସିଜେନ୍ ସିଲିଣ୍ଡର ସାଙ୍ଗେ ୫୦ଟା ଅଟୋମେଟିକ୍ ଅକ୍ସିଜେନ୍ ମେସିନ୍ ଯୁଗେଇ ଦିଆଯାଇଛେ । ଇତାକେ ନେଇକରି ଇ ସଂଗଠନର ସଦସ୍ୟ କାଣା କହୁଛନ୍ ଦେଖମା ପହରାର ଆଜିର ଇ ଭିଡିଓନେ ।

Leave A Reply

Your email address will not be published.