ସଂକ୍ରମଣ ଡରନେ ଫେର୍ ଲାଗୁ ହେବା କରୋନା ନିୟମ୍

ଦିଲ୍ଲୀନେ ବଜାର ବନ୍ଦ୍‌, ଅହମଦାବାଦ୍‌ନେ ଫେର୍ ମୁଲ୍ ହେଲା ରାତି କର୍‌ଫ୍ୟୁ

0

ଫେର କରୋନା ଲହର ଫିରିଛେ ଦେଶର ଭିନ୍ ଭିନ୍ ଜାଗାକେ । ଥଣ୍ଡା ବଢବାର ସାଙ୍ଗେ ଦୁଇ ନମ୍ବର ଥର ଫେର କରୋନା ବେମାରୀ ଲକ୍ଷଣ ଲୁକକଁର ଦିହେ ଦେଖବାକେ ମିଲିଛେ । ରାଜଧାନୀ ଦିଲ୍ଲୀ ଆରୁ ଗୁଜୁରାଟନେ କରୋନା ରୁଗୀକଁର ସଂଖ୍ୟା ଫେର୍ ବଢିଥିବାର ଦେଖବାକେ ମିଲିଛେ । ଆଗକେ ଦୁଶରା ରାଜ୍ୟ ମାନକେ ଭିଲ୍ କରୋନା ବଢବାର ଡର ରହିଥିବାର ବେଲକେ ଭିନ୍ ଭିନ୍ ରାଜ୍ୟର ରାଜ୍ୟସରକାରମାନେ ଫେର୍ କରୋନା ନିୟମ ଲାଗୁ କରବାର କଥା ଭାବିବସଲେନ୍ । ଅହମଦାବାଦନେ କରୋନା ସ୍ଥିତି ବିଗଡିବାରନେ ଲାଗିଥିବାରନୁ ଇଠାନେ ଫେର୍ ରାତିନେ କର୍‌ଫ୍ୟୁ ଲାଗୁ କରାଯାଇଛେ । ଆଏଜନୁ ମୁଲ ହେଇଥିବାର କର୍‌ଫ୍ୟୁ ରାତି ୯ ବଜାନୁ ସଖାଲର ୬ ବଜା ତକ୍ ରଖାଯାଇଛେ ।

ସେଆଡେ ଦିଲ୍ଲୀନେ ଭିଲ୍ କରୋନା ସଂକ୍ରମଣ ବଢୁଥିବାରନୁ ମାସ୍କ ପିନ୍ଧବାନୁ ନେଇକରି ହଟସ୍ପଟ୍ ଇଲାକାମାନକେ ନିୟମ କଡାକଡି କରାଯାଇଛେ । ବଜାର ବନ୍ଦ କରବାର ଲାଗି ନିର୍ଦ୍ଧେଷ ଦିଆଯିବାର ସାଙ୍ଗେ ମାସ୍କ ନାଇଁ ପିନ୍ଧିକରି ଘରୁ ବାହାରିଲେ ୨ହଜାର ଟଙ୍କା ଫାଇନ୍ ଦେବାକେ ପଡବା ବଲି ନିର୍ଦ୍ଧେଶ ଦିଆଯାଇଛେ । କରୋନା ସ୍ଥିତି ନେଇକରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁଟେ ସର୍ବଦଲୀୟ ବୈଠକ ଡାକିଥିଲେ । ବିରୋଧୀ କରୋନା ବଢବାର ନେଇକରି ଦିଲ୍ଲୀ ସରକାରକୁଁ ଦାୟୀ କରିଛନ୍ । ସେଆଡେ ସଂକ୍ରମଣ ବଢବାର ଡରନେ କରୋନା ମୁକାବିଲା ଲାଗି ଡାକ୍ତରୀ ଦଲ ଆସିକରି ପୁହୁଞ୍ଚିଛନ୍ ଦିଲ୍ଲୀନେ । ଆଏଜ୍ ଛଟ୍ ପୂଜା ଥିବାର ବେଲକେ ଦିଲ୍ଲୀନେ ପୂଜା ବନ୍ଦ ନାଇଁ କରାଯାଇ । ହେଲେ ଗୁଟେ ଜାଗାନ ଅଏତକା ଲୋକ୍ ନାଇଁ ରହେବାର ଲାଗି କୁହାଯାଇଛେ ।

Leave A Reply

Your email address will not be published.