ରଝୋ ରଝୋ ବରଷା

0

ଏତକି ସାଧିହେଲା ଉତାରୁ ଟିକେ ରାହତ୍ ମିଲିଛେ । କରୋନା ସାଙ୍ଗେ ଖରାର ତାତି ଏତକି ବଢିଛେ ଯେ ଲୋକ୍ ଇଥିତାହିଁ ହେଇଯାଉଛନ୍ । ଏନ୍ତାଥି ରଝୋରଝୋ ବର୍ଷା କୁଟଲାକେ ଜୀବନଥି ଟିକେ ଜୀବନ୍ ପସଲା ଲେଖେଁ ଲାଗଲା । ରାଜ୍ୟନେ ଖରାର ତାତି ସାଙ୍ଗେ ଏତକି ଗହଦ ହେଉଛେ ଯେ ଇହାଦେ କେନଦିନ୍ କେନ୍ତା ବର୍ଷା ଟିକେ ହେଇଗଲେ ଶାନ୍ତି ଲାଗୁଛେ । ଗଲା କିଛିଦିନ୍ ହେଲା ରାଜ୍ୟର କିଛି ଜିଲ୍ଲାନେ କାଳବୈଶାଖୀ ଲାଗି ବର୍ଷା ହେଉଥିବାର ଦେଖବାର ଲାଗି ମିଲୁଛେ । ୨୪ ଘଣ୍ଟା ଭିତରେ ବର୍ଷା ହେବାର ନେଇକରି ପାଣିପାଗ ବିଭାଗ ଆଡୁ ଆଲର୍ଟ କରାଯାଇଥିବାର ବେଲକେ କେନ୍ କେନ୍ ଜିଲ୍ଲା ଇଥିରେ ରହିଛେ ଜାନମା ପହରାର ଇ ଭିଡିଓନେ ।

Leave A Reply

Your email address will not be published.