ବ୍ରିଟେନ୍‌ନେ ଫେର୍ ଲକ୍‌ଡାଉନ୍ ଘୋଷଣା

ଆଏବାର ସାଧାରଣତନ୍ତ୍ର ଦିବସନେ ନାଇଁ ଯୋଗ୍ ଦିଅନ୍ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍

0

ବ୍ରିଟେନ୍‌ନେ ଫେର୍ ବଢବାରନେ ଲାଗିଛେ କରୋନା ବେମାରୀ । କରୋନାର ନୂଆଁ ଷ୍ଟ୍ରେନ୍ ଇଠାନେ ପହେଲା କରି ଦେଖାଦେଇଥିବାର ବେଲକେ ଇହାଦେ ଫେର୍ ଇଠାନେ ଲକ୍‌ଡାଉନ୍ ଘୋଷଣା କରାଯାଇଛେ । ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍ ପୂରା ଦେଶ ଲାଗି ଲକ୍‌ଡାଉନ୍ ଘୋଷଣା କରିଛନ୍ । ଲକ୍‌ଡାଉନ୍ ଲାଗି ସ୍କୁଲ, କଲେଜ, ଅଫିସ୍ ସବୁ କିଛି ବନ୍ଦ ରହିଛେ । ଛାତ୍ରଛାତ୍ରୀ ଅନ୍‌ଲାଇନ୍ ଆଡୁ ହିଁ ପାଠପଢବେ ଆରୁ ଅତି ଜରୁରୀ କାମ୍ ଥିଲେ ହିଁ ଘରୁ ବାହାରିବାକେ ଅନୁମତି ମିଲବା ।

ଜନସନ୍ ଗଣମାଧ୍ୟମକେ ଦେଇଥିବାର ପ୍ରତିକ୍ରିୟାନେ କହିଛନ୍ ଯେ ଇହାଦେ ସବୁ ମେଡିକାଲନେ ରୋଗୀକଁର ସଂଖ୍ୟା ବଢି ବଢି ଚାଲିଛେ । ଇଂଲଣ୍ଡନେ ୫୬ ହଜାରନୁ ଅଏତକା କରୋନା ସଂକ୍ରମିତ୍ ଚିହ୍ନଟ ହେଇଛନ୍ ଯେନଟାକି ଚିନ୍ତାର କାରଣ ବନିଛେ । ଇଂଲଣ୍ଡନେ କରୋନା ଟିକା ଦିଆଯାଇଥିଲେ ଭିଲ୍ ନୂଆଁ ଷ୍ଟ୍ରେନ୍ ଇହାଦେ ଚିନ୍ତା ବଢେଇଛେ । ସେଆଡେ ବ୍ରିଟେନ୍‌ନେ କରୋନା ସ୍ଥିତି ଗମ୍ଭୀର ଥିବାରନୁ ଆଏବାର ସାଧାରଣତନ୍ତ୍ର ଦିବସନେ ଯୋଗ ନାଇଁ ଦେଇପାରନ ପ୍ରଧାନମନ୍ତ୍ରୀ ବୋରିସ୍ । ଇଟା ନେଇକରି ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକଁର ସାଙ୍ଗେ ଫୋନ୍ ଆଡୁ କଥା ହେଇଛନ୍ ଆରୁ ଦୁଃଖ ଭିଲ୍ ଜତେଇଛନ୍ ।

Leave A Reply

Your email address will not be published.