ଉନ୍ମୋଚନ୍ ହେଲା ‘ପରୀକ୍ଷା ଦର୍ପଣ’

ମାଟ୍ରିକ୍ ଛାତ୍ରଛାତ୍ରୀକଁର ପଢାନେ ସାହାଯ୍ୟ ଲାଗି ଦିଆଯିବା ଟେଷ୍ଟ ପେପର ‘ପରୀକ୍ଷା ଦର୍ପଣ’

0

ମାଟ୍ରିକ୍ ଛାତ୍ରଛାତ୍ରୀକଁର ପରୀକ୍ଷାନେ ସାହାଯ୍ୟ କରବା ଟେଷ୍ଟ ପେପର ‘ପରୀକ୍ଷା ଦର୍ପଣ’ । ପରୀକ୍ଷା ଦର୍ପଣ ଟେଷ୍ଟ ପେପର୍ ଉନ୍ମୋଚନ୍ କରିଛନ୍ ସ୍କୁଲ ଆରୁ କଲେଜ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । କରୋନା କାଲ୍ ଲାଗି ସ୍କୁଲ ବନ୍ଦ ରହିଥିଲା । ଛାତ୍ରଛାତ୍ରୀ ଅନ୍‌ଲାଇନ୍ ମାଧ୍ୟମନେ ଯାହା ଯେତକି ପାଠପଢିଥିଲେ । ଆଗକେ ପରୀକ୍ଷା ଆସୁଥିବାର ବେଲକେ ହାତେ କମ୍ ସମିଆଁ ରହିଛେ ଏନ୍ତାଥି, ଛାତ୍ରଛାତ୍ରୀକଁର ଚିନ୍ତା କମ୍ କରବାର ଲାଗି ରାଜ୍ୟ ସରକାର ପରୀକ୍ଷା ଦର୍ପଣ ବାହାର କରିଛନ୍ । ଇଥରେ ପ୍ରଶ୍ନ ସାଙ୍ଗେ ଉତ୍ତର ଭିଲ୍ ରହିଛେ ଆରୁ ଇ ଟେଷ୍ଟ ପେପର୍ ଛୁଆକୁଁ ମାହାଲିଆ ଦିଆଯିବା । ପହେଲା ପରୀକ୍ଷା ଦର୍ପଣ ଟେଷ୍ଟ ପେପର ପଢବେ ମାଲକାନଗିରି ଅଂଚଲର ଛାତ୍ରଛାତ୍ରୀ ପାଏବେ । ୪ଟା ଜିଲ୍ଲାକେ ପହେଲା ଖେପନେ ଦିଆଯିବା ୫୦ ହଜାର ଟେଷ୍ଟ ପେପର । ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି ଆର କୋରାପୁଟକେ ବହି ପଠାଯାଇଛେ । ଛାତ୍ରଛାତ୍ରୀକଁର ବାହାରେ ସ୍କୁଲ ଶିକ୍ଷକକଁର ଦରକାର ଲାଗି ଗୁଟେ ଲେଖାଁ ବହି ସ୍କୁଲ ମାନକେ ଦିଆଯାଇଛେ । ଫେବୃଆରୀ ୧୨ ତାରିଖ ତକ୍ ସବୁ ବହି ଜିଲ୍ଲା ଶିକ୍ଷାଧିକାରୀ ମାନକଁର ପାଶକେ ପହଞ୍ଚେଇ ଦିଆଯିବା । ଡିଇଓ, ବିଇଓ ଆରୁ ପ୍ରଧାନଶିକ୍ଷକ ବହି ବାଣ୍ଟବାର ଦାୟିତ୍ୱନେ ରହେବେ ବଲି ସୂଚନା ଦେଇଛନ୍ ମନ୍ତ୍ରୀ । ୭ଶହ ପୃଷ୍ଠାର ଇ ଟେଷ୍ଟ ପେପର ଦର୍ପଣ ୬ ଲାଖ୍ ୨୦ ହଜାର ୫୦୮ ଜନ୍ ଛାତ୍ରଛାତ୍ରୀକୁଁ ଦିଆଯିବା ।

Leave A Reply

Your email address will not be published.