କରୋନା ଟିକାକେ ଅନୁମତି ଦେଲା ଭାରତ

‘କୋଭିସିଲ୍ଡ୍‌' ର ଜରୁରୀ ବେବହାର୍ ଲାଗି ଭାରତ୍ ସରକାରର୍କଁର୍ ହଁ

0

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଆର୍ ଆଷ୍ଟ୍ରାଜେନିକା ତିଆରି କରିଥିବାର୍ କରୋନା ଟିକା କୋଭିସିଲ୍ଡ୍ କେ ଭାରତନେ ଜରୁରୀ ବେବ୍‌ହାର୍ ଲାଗି ଅନୁମତି ଦେଲେ ଭାରତ ସର୍‌କାର୍ । ସରକାର୍କଁର୍ ଅନୁମତି ଉତାରୁ ଶୁକ୍ରୁବାର୍ ଦିନ ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ (ସିଡିଏସସିଓ) ଆଡୁ ଟିକାକେ ଅନୁମତି ମିଲିଥିବାରନୁ ଭାରତନେ ଆର୍ କିଛି ହପ୍ତା ଉତାରୁ ଟିକାଦାନ୍ ପ୍ରକ୍ରିୟା ଆରମ୍ଭ୍ ହେବା । ଭାରତନେ ୫କୋଟିନୁ ଅଧିକା କୋଭିସିଲ୍ଡ୍ ଟିକା ରହିଛେ ବଲିକରି ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ସିଆଇଆଇ) ଆଡୁ ସୂଚନା ମିଲିଛେ ।

ଟିକା କେ ଶନିବାର୍ ଦିନୁ ଭିନ୍ ଭିନ୍ ରାଏଜ୍‌କେ ଯୁଗେଇ ଦିଆଯିବା । କରୋନା ସଂକ୍ରମଣ ଥି ୨ନଂ ଦେଶ୍ ହିସାବେ ଭାରତ ରହିଥିବାର୍ ନୁ ଭାରତ ର ୩୦ କୋଟି ଲୁକକୁଁ ୬ ନୁ ୮ ମାସ ଭିତ୍‌ରେ କରୋନା ଟିକା ଦିଆଯିବା ବଲିକରି ଅନୁମାନ କରାଯାଇଛେ । ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ସିଆଇଆଇ) ର ମୁଖିଆ ଆଦର୍ ପୁନୱାଲାକଁର୍ କହେବାର୍ ହିସାବେ ଭାରତ୍ ସରକାରକଁର୍ ଲାଗି କୋଭିସିଲ୍ଡ ଟିକାର ଗୁଟେ ଡୋଜ୍ ର ଦାମ୍ ୩ ଡଲାର୍ (୨୨୦ଟ) ରହେବା । ଆର୍ ଯଦି ଜନେକେ ୨ଟା ଡୋଜ୍ ଦିଆଯାଉଛେ ହେଲେ ତାର୍ ଦାମ୍ ୬ ଡଲାର୍ (୪୪୦ଟ) ରହେବା । କୋଭିସିଲ୍ଡ ଟିକା ୭୦.୪୦ ଶତକଡା ପ୍ରଭାବଶାଳୀ ହେଇଥିବାର୍‌ନୁ ଭାରତନେ ଇତାକେ ଅନୁମତି ଦିଆଯାଇଛେ ।

Leave A Reply

Your email address will not be published.